ବଲିଉଡ ର ପୁରାତନ ସୁପର ହିଟ କଳାକାର ରେଖା ଆଉ ଅମିତାଭ ଵଚନ ଙ୍କ ସମ୍ପର୍କ କୁ ନେଇ ଖୋଲିଲା ଏକ ନୂତନ ତଥ୍ୟ । ଜାଣନ୍ତୁ ଆପଣ ଆଶ୍ଚଯ୍ୟ ହୋଇଯିବେ ।
ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ ବଲିଉଡ ର ପୁରାତନ ସୁପର ହିଟ କଳାକାର ରେଖା ଆଉ ଅମିତାଭ ଵଚନ ଙ୍କ ସମ୍ପର୍କ କୁ ନେଇ ହୋଇଥିବା ମହା ଖୁଲାସା ବିଷୟ ରେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ରେଖା ଆଉ ଅମିତାଭ ଯୋଡି କୁ ଲୋକ ମାନେ ସେତେବେଳେ ସବୁଠାରୁ ହିଟ ଯୋଡି ଥିଲା । କିନ୍ତୁ ପରବର୍ତୀ ସମୟ ରେ ଅବଶ୍ୟ କୌଣସି କାରଣ ରୁ ଭାଙ୍ଗି ଯାଇଥିଲା । ତେବେ ପ୍ରକୃତ ସତ୍ୟ କଥା ସେ ଦୁହିଁ ଙ୍କ ଛଡା ଆଉ କେହି ବି ଜାଣି ନାହାନ୍ତି । ତେବେ ସେ ସମୟ ର ସେହି ଯୋଡି କୁ ଦେଖିବା ପାଇଁ ସତେ ଯେମିତି ଲୋକ ଙ୍କ ନାହିଁ ନଥିବା ଭିଡ଼ । ତେବେ ରେଖା ବହୁଥର ତାଙ୍କ ପ୍ରେମ ସମ୍ପର୍କ କୁ ସଦା ସର୍ବଦା ମିଡ଼ିଆ ଆଗରେ କହୁଥିବା ବେଳେ ।
କିନ୍ତୁ ଅମିତାଭ ବଚନ କେବେ ହେଲେ ନିଜର ପ୍ରେମ ସମ୍ପର୍କ କୁ ଖୁଲାସା କରି ନ ଥିଲେ । ତେବେ ଏକ ଫିଲ୍ମ ଫେୟାର ରେ ହୋଇଥିବା ଏକ ଇଣ୍ଟର ର୍ଭିଉ ରେ ରେଖା ନିଜ ପ୍ରେମ ସମ୍ପର୍କ ବିଷୟ ରେ କହିଛନ୍ତି ଯେ ସେ ଜୟା ଙ୍କୁ ବାହା ହେବା ପରେ ମଧ୍ୟ ତାଙ୍କ ଶରୀର ର ଭୋକ ମେଣ୍ଟାଇବା ପାଇଁ ସେ ସବୁବେଳେ ରେଖା ଙ୍କ ପାଖକୁ ଆସିଥାନ୍ତି । ଯାହା ଅତି ନିନ୍ଦନୀୟ କଥା ।
ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।
ଧନ୍ୟବାଦ ।