ରେଞ୍ଜର ଙ୍କ ରୋମାନ୍ସ ଭିଡ଼ିଓ ହେଲା ଭୟଙ୍କର ଭାଇରଲ ଦେଖ ଭିଡ଼ିଓ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଜଣେ ସରକାରୀ କର୍ମଚାରୀ ନିଜ ତଳ କର୍ମଚାରୀ ଙ୍କ ସହ ଅଫିସ ମଧ୍ୟରେ ରାସଲୀଳା ଚଳାଇଥିଲେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ଏହି ଘଟଣା ଟି ଆମ୍ଭ ଓଡ଼ିଶାର ବାଲେଶ୍ଵର ଜିଲ୍ଲା ର କୁଲଡିହା ରେଞ୍ଜର ଅଞ୍ଚଳର । ତେବେ ଏଥିରେ  ଥିବା ମୁଖ୍ୟ ଅଫିସର  ଜଣକ ହେଉଛନ୍ତି ବାଲେଶ୍ଵର କୁଲଡିହା ରେଞ୍ଜର ପୂର୍ବତନ ରେଞ୍ଜର ବାବୁ । ତେବେ କୂଳଦିହା ଅଞ୍ଚଳ ର ଏସି,ଏଫ,ଓ ଲକ୍ଷ୍ମଣ ପ୍ରଧାନ ଙ୍କ  ନିକଟରେ  ପାଖ ବାରିପଦା ର ଏକ ଅଫିସ କୁ ବଦଳି ହେବାର ଦୁଇ ଦିନ ପରେ ତାଙ୍କର ଏହି ଅଶ୍ଳୀଳ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । 

 

ଯେଉଁଥିରେ ସେ ସେହି ଅଫିସର ଜଣେ ମହିଳା କର୍ମଚାରୀ ଙ୍କ ସହ ଖରାପ କାମ କରୁଥିବାର ଏକ ଭିଡ଼ିଓ ଲୋକଲୋଚନ କୁ ଆସିଛି । ତେବେ ଏହି ଘଟଣା କୁ ରେଞ୍ଜର ଜଣକ ଆଶ୍ୱିକାର କରିବା ସହ ଏହା ତାଙ୍କ ସହ ଚକ୍ରାନ୍ତ ବୋଲି ମଧ୍ୟ ସେ କହିଛନ୍ତି । ତେବେ ଏ ବିଷୟରେ ବାଲେଶ୍ୱର ଥାନା ରେ ଏକ ମମାଳା ରୁଜୁ ହେବା ସହ ଭିଡ଼ିଓ ରେ ଥିବା ତଥ୍ୟ କୁ ଆଧାର କରି ରେଞ୍ଜର ଙ୍କ ନାମ ରେ ତଦନ୍ତ ଚାଲିଛି ବୋଲି ପୋଲିସ କହିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *