ରୋଗ ପାଇଁ ଯୋଗ ,ବଢ଼ାନ୍ତୁ ନିଜର ଆଖିର ପାୱାର ଏହି ଉପାୟ ରେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଆପଣ ଏହି ଉପାୟ ରେ ନିଜର ଆଖିର ପାୱାର ବଢ଼ାଇ ପାରିବେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଆପଣ ମାନେ ଶରିର ରେ ହୋଇଥିବା ବିଭିନ୍ନ ରୋଗ ବିଷୟରେ ତ ଜାଣିଥିବେ ।

 

 ତେବେ କେତେବେଳେ ଏହି ରୋଗ ପାଇଁ ମଣିଷ ର କୌଣସି କାମ କରିବାକୁ ଇଚ୍ଛା ହୁଏ ନାହିଁ । ଆପଣ ମାନେ ଯାହାବି ରୋଜଗାର କିମ୍ବା ଯାହାବି କରନ୍ତି ନିଜ ଶରିର ପାଇଁ । ତେବେ ଆସନ୍ତୁ ଜାଣିବା କିଭଳି ଭାବେ ଏହି କାର୍ଯ୍ୟ କରି ନିଜ ର ଆଖିର ପାୱାର ବଢ଼ାଇ ପାରିବେ । ତେବେ ସର୍ବ ପ୍ରଥମେ ଆପଣ ତଳେ ଏକ ଆସନ କିମ୍ବା ମ୍ୟାଟ ଯାହା ପକାଇ ବସି ପଡ଼ନ୍ତୁ । ଏହା ପରେ ଆପଣ ଆପନଙ୍କ ସାମ୍ନା ରେ ଏକ ଟୁଲ ରଖନ୍ତୁ ।

 

 ସେଥିରେ ଏକ ମହମବତୀ ଲଗାନ୍ତୁ ଯାହା ଆପଣଙ୍କ ଆଖି ର ସିଧା ସିଧି ରହିବ । ତେବେ ଆପଣ ମହମବତୀ ର ତଳ ଭାଗରୁ ଧୀରେ ଧୀରେ ମହମବତୀ ର ଶୀର୍ଷ କୁ ଦେଖିବାକୁ ଚେଷ୍ଟା କରନ୍ତୁ । ହଁ ମହମବତୀ କୁ ଜଳାଇ ଏହି କାର୍ଯ୍ୟ କରିବେ । ଏହା କରିବାର ୨-୪ ଥର ପରେ ନିଜ ଆଖି ବୁଜି ଧ୍ୟାନ କରନ୍ତୁ । ଦେଖିବେ ଅଳ୍ପ ସମୟ ଭିତରେ ଆପନଙ୍କ ଆଖି ଠିକ ହୋଇଯିବ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *