ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କାହିଁକି ବଲିଉଡ କୁଇନ କଙ୍ଗନା ରୋହିତ ଙ୍କ ଟୁଇଟ ଉପରେ ରାଗି ଯାଇଥିଲେ ଆଉ ସମସ୍ତ କ୍ରିକେଟ ର ମାନଙ୍କୁ ଖରାପ ମନ୍ତବ୍ୟ ଦେଇଥିଲେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଗତ କିଛି ମାସ ହେବ ଦେଶରେ ଚାଷୀ ଆନ୍ଦୋଳନ ଚାଲୁ ରହିଥିବା ବେଳେ । ବର୍ତ୍ତମାନ ଦେଶ ବାହାର ରୁ ଏହାକୁ ସେଲିବ୍ରିଟି ମାନେ ସମର୍ଥନ କରୁଛନ୍ତି । ଏହା ଦେଖି ଭାରତ ର ଅନେକ ଖେଳାଳି ମଧ୍ୟ ନିଜ ଟୁଇଟର ମାଧ୍ୟମରେ ସମର୍ଥନ କରିବା ପାଇଁ ମଧ୍ୟ ଲେଖିଛନ୍ତି । ତେବେ ସେମାନଙ୍କ ମଧ୍ୟରେ ସଚିନ ତେନ୍ଦୁଲକର, ବିରାଟ କୋହଲି, ରବି ଶାସ୍ତ୍ରୀ ଇଣ୍ଡିଆ ଟୁଗେଦର ଓ ଭାରତ ଅପପ୍ରଚାର ବିରୋଧ ହ୍ୟାସ୍ ଟ୍ୟାଗ୍ ସହ ଟ୍ୱିଟ୍ କରିଛନ୍ତି। ରୋହିତ ଶର୍ମା ମଧ୍ୟ ଟ୍ୱିଟ କରିଛନ୍ତି।
ରୋହିତ ଶର୍ମା ଟ୍ୱିଟ୍ କରିଛନ୍ତି, “ଭାରତ ସର୍ବଦା ସେହି ସମୟରେ ମଜବୁତ ହୋଇଛି ଯେତେବେଳେ ଏକଜୁଟ ହୋଇଛି ଏବଂ ସମାଧାନ ସମୟର ଦାବି। ଆମ କୃଷକ ଆଃ ଦେଶର ଭଲ ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ମୋତେ ବିଶ୍ୱାସ ଅଛି ସମାଧାନ ବାଟ ବାହାର କରିବାରେ ସମସ୍ତେ ନିଜ ଭୂମିକା ସଠିକ ଭାବେ ଗ୍ରହଣ କରିବେ।”
ରୋହିତ ଶର୍ମାଙ୍କ ଏହି ଟ୍ୱିଟ୍ ପରେ କଙ୍ଗନା ରାଗି ଯାଇଛନ୍ତି। କଙ୍ଗନା ରୋହିତ ଶର୍ମାଙ୍କ ଟ୍ୱିଟର ଜବାବ ଦେଇ ସମସ୍ତ କ୍ରିକେଟର୍ସଙ୍କ ତୁଳନା ଧୋବାର କୁକୁରର ସହ କରିଛନ୍ତି। କଙ୍ଗନାଙ୍କ ଏହି ଟ୍ୱିଟକୁ ଟ୍ୱିଟର ଡିଲିଟ କରିଦେଇଛି। କଙ୍ଗନା ଟ୍ୱିଟ କରିଥିଲେ, ସବୁ କ୍ରିକେଟର୍ସ ଧୋବାର କୁକୁର, ନା ଘରର ନା ଘାଟ ଭଳି କାହିଁକି ପାଟି କରୁଛନ୍ତି। କୃଷକ ଏମିତି ଆଇନ ବିରୋଧରେ କାହିଁକି ଆନ୍ଦୋଳନ କରିବେ ଯାହା ତାଙ୍କ ପାଇଁ ଭଲ। ଏମାନେ ଆତଙ୍କବାଦୀ ଯେଉଁମାନେ ହିଂସା କରୁଛନ୍ତି ବୋଲି କହିଛନ୍ତି । ତେବେ ଏହି କମେଣ୍ଟ କୁ ଟୁଇଟର ସଙ୍ଗେ ସଙ୍ଗେ ଡିଲିଟ କରିଦେଇଥିଲା ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।