ଲଗାତାର ୩ ଦିନ ପିଜୁଳି ଗଛ ପତ୍ର କୁ ଏହି ପରି ଭାବରେ ଖାଇଲେ ଭଲ ହେବ ଏହି ୭ ରୋଗ……. ଯାଣନ୍ତୁ କେଉଁ ରୋଗ ଓ କେମିତି ସେବନ କରିବେ ପତ୍ର କୁ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ ପିଜୁଳି ଗଛ ର ଉପକାରିତା ବିଷୟରେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ପିଜୁଳି ଗଛ ଭାରି ମୂଲ୍ୟବାନ ଏହା କେବଳ ସୁସ୍ଵାଦୁ ଫଳ ଦିଏ ନାହିଁ । ଏହାର ପତ୍ର ରେ ବହୁତ ଗୁଣ ରହିଛି । 

 

ତେବେ ଆସନ୍ତୁ ଜାଣିବା ଏହାର ଅନ୍ୟ ଗୁଣ ବିଷୟ ରେ । ତେବେ ପିଜୁଳି ଗଛ ର ପତ୍ର ରେ ବହୁତ ଗୁଣ ରହିଥାଏ । ଯଦି ଆପଣ ପ୍ରତ୍ୟକ ଦିନ ସକାଳୁ ଉଠି ଖାଲି ପେଟରେ ବ୍ରଶ ନକରି ଖାଉଛନ୍ତି ୩ଟି ପିଜୁଳି ପତ୍ର ସେବନ କରନ୍ତି, ତେବେ ଏହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏଥିରେ ପ୍ରବଳ ଭିଟାମିନ ସି ଥାଏ । ଏବଂ ଏହା ପ୍ରତି ଦିନ ସେବନ କରିବା ଦ୍ଵାରା ସବୁଠୁ ବଡ ରୋଗରୁ ଆପଣ ଦୂରେଇ ରହିଥାନ୍ତି ।

 

 ଏଥିରେ ଥିବା ଆଣ୍ଟିଅକ୍ସାଇଡ ହେତୁ ଏହା ଆମକୁ କ୍ୟାନ୍ସର ଭଳି ବଡ ରୋଗରୁ ବଞ୍ଚାଇଥାଏ । ଏଥିରେ ଥିବା ଅଣ୍ଟିବେକ୍ଟେରିଆଲ ଆମକୁ ବ୍ୟକ୍ଟେରିଆ ରୁ ମଧ୍ୟ ଦୂରେଇ ରଖିଥାଏ । ଯଦି ଆପଣଙ୍କୁ ଡେଙ୍ଗୁ ଭଳି ରୋଗ ହୋଇଥାଏ । ତେବେ ଆପଣ ଏହି ଉପଚାର କଲେ ଆପଣ ମଧ୍ୟ ସୁସ୍ତ ହୋଇପାରିବେ ।

 

 ଆପଣ ୧୦ରୁ ୧୫ ଟି ପିଜୁଳି ପତ୍ର ନିଅନ୍ତୁ ତାକୁ ଦୁଇ ଗ୍ଳାସ ପାଣିରେ ନେଇ ବାଟନ୍ତୁ ଏହାପରେ ତାକୁ ଗରମ କରନ୍ତୁ ଯେ ପର୍ଯ୍ୟନ୍ତ ସେହି ଜିନିଷ ଯେମିତି ଏକ ଗ୍ଳାସର ପାଣି ହୋଇନାହିଁ । ତା ପରେ ଏହା କୁ ପିଅନ୍ତୁ ୩-୪ ଦିନ ମଧ୍ୟରେ ଆପଣଙ୍କ ଡେଙ୍ଗୁ ଭଳି ରୋଗ ରୁ ମଧ୍ୟ ମୁକ୍ତି ପାଇ ପାରିବେ ।

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *