ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କାହିଁକି ବିବାଦୀୟ ଅଭିନେତ୍ରୀ ରାଣୀପଣ୍ଡା ଲାଇଭ ଆସି ରାଗିଗଲେ ଏବଂ ଲାଇଭ ରେ ଲୋକଙ୍କୁ ସୋଧିଲେ ସେ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ରାଣୀ ପଣ୍ଡା ଜଣେ ସରଳ , ନିଷ୍କପଟ , ସମସ୍ତଙ୍କୁ ଭଲ ପାଉଥିବା ତଥା ଦୁଃଖୀ ଦରିଦ୍ର ଙ୍କ ପାଇଁ ସବୁବେଳେ ନିଜ କୁ ଉତ୍ସର୍ଗ କରୁଥିବା ମଣିଷ ଟିଏ । ତେବେ ସେ ଯାତ୍ରା ରେ କିମ୍ବା ନିଜର ଚଳିବା ପାଇଁ ଯାହାବି କରନ୍ତୁ କିନ୍ତୁ ଓଡିଶା ର ଲୋକ ମାନଙ୍କ ପାଇଁ ସବୁବେଳେ ସେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି ।
ତେବେ ରାଣୀ ପଣ୍ଡା ଙ୍କ ଏହି ଭଲ କାର୍ଯ୍ୟ ତଥା ଏହି ମିଡ଼ିଆ ରେ ଏତେ ହାଇଲାଇଟ ହେବା କିଛି ଲୋକ ମାନଙ୍କ ଦେହ ରେ ଯାଉନି । ସେଥିପାଇଁ ତ ବୋହୁ ଲୋକ ସେ ଯେତେବେଳେ ଅନଲାଇନ ରେ ଲାଇଭ ଆସିଥିଲେ ସେତେବେଳେ ତାଙ୍କୁ ରାଣ୍ଡି, ବେଶ୍ୟା ,ବେଧେଇ ଏବଂ ଧନ୍ଦା ବାଲି କହିବାକୁ ମଧ୍ୟ ପଛାଇ ନଥିଲେ । ତେବେ ସେମାନଙ୍କ ପାଇଁ ରାଣୀ ପଣ୍ଡା ତାଙ୍କୁ ମା ଭଉଣୀ କହି ସୋଧିବା ସହ ତାଙ୍କ ମା ଆଉ ଭଉଣୀ କୁ ଏଭଳି କହିବା ପାଇଁ କହିଛନ୍ତି।
ଆଉ ଯେଉଁ ମାନେ ତାଙ୍କୁ ଭଲ ପାଉଛନ୍ତି ସେମାନଙ୍କ ପାଇଁ ଜୀବନ ଦେଇ ଦେବ ରାଣୀ ପଣ୍ଡା । କିନ୍ତୁ ଯେଉଁ ମାନେ ତାଙ୍କୁ ଏଭଳି କଥା କହୁଛନ୍ତି ଦିନେ ସେ ତାଙ୍କ ଘର ଆଗରେ ସେମାନଙ୍କୁ ଲଙ୍ଗଳା କରାଇ ଖଣ୍ଡଗିରି ଯାତ୍ରା ଦେଖାଇ ଦେବେ ବୋଲି କହିଛନ୍ତି । ଯାହାକୁ ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ଛାଡ଼ିଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।