ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କାହିଁକି ବିବାଦୀୟ ଅଭିନେତ୍ରୀ ରାଣୀପଣ୍ଡା ଲାଇଭ ଆସି ସେହି ଯାତ୍ରା ଜଗତର କିଛି ଲୋକଙ୍କ ଉପରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ସେ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ରାଣୀ ପଣ୍ଡା ଜଣେ ସରଳ , ନିଷ୍କପଟ , ସମସ୍ତଙ୍କୁ ଭଲ ପାଉଥିବା ତଥା ଦୁଃଖୀ ଦରିଦ୍ର ଙ୍କ ପାଇଁ ସବୁବେଳେ ନିଜ କୁ ଉତ୍ସର୍ଗ କରୁଥିବା ମଣିଷ ଟିଏ । ତେବେ ସେ ଯାତ୍ରା ରେ କିମ୍ବା ନିଜର ଚଳିବା ପାଇଁ ଯାହାବି କରନ୍ତୁ କିନ୍ତୁ ଓଡିଶା ର ଲୋକ ମାନଙ୍କ ପାଇଁ ସବୁବେଳେ ସେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି ।
ତେବେ ରାଣୀ ପଣ୍ଡା ଙ୍କ ଏହି ଭଲ କାର୍ଯ୍ୟ ତଥା ଏହି ମିଡ଼ିଆ ରେ ଏତେ ହାଇଲାଇଟ ହେବା କିଛି ଲୋକ ମାନଙ୍କ ଦେହ ରେ ଯାଉନି । ସେଥିପାଇଁ ତ ବୋହୁ ଲୋକ ସେ ଯେତେବେଳେ ଅନଲାଇନ ରେ ଲାଇଭ ଆସିଥିଲେ ସେତେବେଳେ ତାଙ୍କୁ ରାଣ୍ଡି, ବେଶ୍ୟା ,ବେଧେଇ ଏବଂ ଧନ୍ଦା ବାଲି କହିବାକୁ ମଧ୍ୟ ପଛାଇ ନଥିଲେ ।
ଏହା ପରେ ବର୍ତ୍ତମାନ ଯାତ୍ରା ଜଗତର କିଛି କଳାକାର ମାନେ ତାଙ୍କ ବିରୁଦ୍ଧରେ ଯାତ୍ରା ଜଗତର ମୁଖ୍ୟ ଙ୍କୁ କୌଣସି ଯାତ୍ରା ଜଗତ ର ଷ୍ଟେଜ କୁ ନ ଡାକିବା ପାଇଁ ଏକ ପତ୍ର ଲେଖିଛନ୍ତି । ଏହାକୁ ନେଇ ରାଣୀପଣ୍ଡା ଉକ୍ତ ଲୋକ ର ନାମ ନ ନେଇ ତାଙ୍କୁ ବହେ ସୋଧିଛନ୍ତି । ଯାହା ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି ।
ତେବେ ପୁଣି ଥରେ ସେ ଲାଇଭ ଆସି ଉକ୍ତ କାର୍ଯ୍ୟକ୍ରମ ପାଇଁ ମନ ଦୁଃଖ କରିବା ସହିତ କାହିଁକି ସେମାନେ ସମସ୍ତେ ତାଙ୍କ ସହ ଲାଗୁଛନ୍ତି ସେ ବିଷୟରେ କହିଥିଲେ । ଏହା ସହିତ ଯଦି ତାଙ୍କ ଦ୍ୱାରା କିଛି ଭୁଲ ଭାଲ ହୋଇଛି ତାଙ୍କୁ ସିଧାସଳଖ ନକହି ତାଙ୍କ ପଛରେ କାହିଁକି ଲାଗୁଛନ୍ତି ସେ ବିଷୟରେ କହିଛନ୍ତି ରାଣୀ ପଣ୍ଡା । କହିବା ସହିତ କାନ୍ଦି ପକାଇଛନ୍ତି ରାଣୀ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।