ଲାଗୁ ହେଲା ନୂଆ ଅବକାରୀ ନୀତି । ଆଗାମୀ ମାସ ରୁ ଶସ୍ଥା ହେବ ବିଅର ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଆଗାମୀ ଦିନ ରେ କମିବାକୁ ଯାଉଥିବା ବିଅର ଦର ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ସମୟରେ ସବୁ ଜିନିଷ ର ଦର ଦାମ ପ୍ରତିଦିନ ବଢ଼ିବାରେ ଲାଗିଛି । ପେଟ୍ରୋଲ ,ଡିଜେଲ ,ଗ୍ୟାସ ତଥା ଅନ୍ୟ ଘରୋଇ ସାମଗ୍ରୀ ର ମଧ୍ୟ ଦର ଦାମ ରେ ବୃଦ୍ଧି ଘଟିଛି । ତେବେ ଏବି ଦର ଦାମ ରେ ବୃଦ୍ଧି ଘଟିବା ସହିତ ଏହାର ପ୍ରଭାବ ମଧ୍ୟ ମଦ, ବିଅର ଉପରେ ପଡିଛି । ସେଥିପାଇଁ ରାଜ୍ୟ ସରକାର ଚଳିତ ବର୍ଷ କେବଳ ବିଅର ଉପରୁ ଟ୍ୟାକ୍ସ କମାଇବା ନେଇ ନିଷ୍ପତି ନେଇଥିବା ବେଳେ । 

 

ଏହାର ସିଧା ସଳଖ ପ୍ରଭାଵ ଗ୍ରାହକ ଙ୍କ ଉପରେ ପଡିବ । ତେବେ ଦେଶୀ ଏବଂ ବିଦେଶୀ ମଦ ର ଚାହିଦା ବଢୁଥିବା କାରଣରୁ ଏହାର ଦର ଦାମ ରେ ବୃଦ୍ଧି ପରିଲିକ୍ଷିତ ହେବ କିନ୍ତୁ ବିଅର ରେ କୌଣସି ରେଟ ରେ ପରିବର୍ତ୍ତନ ହେବ ନାହିଁ ବୋଲି ରାଜ୍ୟ ଅବକାରୀ ବିଭାଗ ର ମହା ସଚିବ ସୂଚନା ଦେଇଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *