ଲିପି ମା ହେଲା ପରେ ଏତେ ସୁନ୍ଦର ଦେଖା ଯାଉଛନ୍ତି ଯେ ସବୁ ଫୋଟୋ ଦେଖିଲେ ସମ୍ଭାଳି ପାରିବେନି !

ନମାସ୍କର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଓଡ଼ିଆ ଖବର କୁ ଆଜି ଆମେ ଦେଖିବା ଓଡ଼ିଆ ଆଲବମ ନାୟିକା ଲିପିଙ୍କ ବିଷୟରେ ପ୍ରଥମେ ଫୋଟୋ ଦେଖିବା ପୂର୍ବରୁ ଲିପିଙ୍କ ଏବେ କା ଜୀବନ ବିଷୟରେ କିଛି ଜାଣିନେଵା …

 

ଲିପି ଜଣେ ସଫଳ ଅଲବମ ନାୟିକା ସେ ଓଡ଼ିଆ ଆଲବମ ଜଗତରେ ସବୁଠୁ ଅଧିକା ଆଲବମ କରଥିବା ନାୟିକା । ସେ ବହୁତ ବଡ଼ ବଡ଼ ଆଲବମ ପାଇଁ ଅଭିନୟ କରିଛନ୍ତି ଲିପିଙ୍କ ଅଭିନୟ କୁ ଓଡିଶା ର ଦର୍ଶକ ମାନେ ଖୁବ ପସନ୍ଦ କରିଥାନ୍ତି ସେ କିଛି ବର୍ଷ ପୂର୍ବେ ବିବାହ କରିଥିଲେ ଓ ଏବେ ସେ ମା ହୋଇଯାଇଛନ୍ତି । ସାଧାରଣତଃ

 

ଝିଅ ମାନେ ମା ହେଲା ପରେ ତାଙ୍କ ଶରୀର ଗ୍ଲାମର କମିଥାଏ କିନ୍ତୁ ଲିପିଙ୍କ କ୍ଷେତ୍ର ରେ ଏହା ହୋଇନାହିଁ | ସେ ମା ହୋଇସାରିଥିଲେ ମଧ୍ୟ ସେ ଆଗ ଅପେକ୍ଷା ଅଧିକ ସୁନ୍ଦର ଦେଖାଯାଉଛନ୍ତି ।ଲିପିଙ୍କ ଫୋଟୋ ଦେଖିଲେ ଆପଣ କେବେ ଭାବି ପାରିବେନି କି ସେ ଗୋଟେ ଛୁଆ ର ମା ଆସନ୍ତୁ ଦେଖିବା ଫୋଟୋ ସବୁ

 

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *