ଲିପ୍ସା ମିଶ୍ର ଙ୍କ ହେବାକୁ ଯାଉଥିବା ସ୍ୱାମୀ ଙ୍କୁ ଆସନ୍ତୁ ଦେଖିବା । ଫିଲ୍ମ ହିରୋ ମାନଙ୍କ ଠାରୁ ହ୍ୟାଣ୍ଡସମ….

ନମାସ୍କର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର କୁ ଆଜି ଆମେ ଦେଖିବା ଲିପ୍ସା ମିଶ୍ର ଙ୍କ ସ୍ୱାମୀ ଙ୍କୁ । ତା ପୂର୍ବରୁ ଜାଣିବା କିଛି ବିଷୟରେ ।

ଓଡ଼ିଆ ସିନେ ଜଗତରେ ଲିପ୍ସା ମିଶ୍ର ଜଣେ ଭଲ ନାୟିକା ସେ ତାଙ୍କ ର ରୂପ ଓ ଅଭିନୟ ପାଇଁ ନାଁ କରିଛନ୍ତି ସେ ପ୍ରଥମେ ଅଲବମ କରିଥିଲେ ପରେ ସେ ତୋ ଅଗଣା ର ତୁଳସୀ ମୁଁ ରେ ସାରା ଓଡିଶା ରେ ଘରେ ଘରେ ପରିଚିତ ହେଲେ ଏବେ ସେ ଓଡିଶା ସିନେ ଜଗତ ର ସୁନ୍ଦରୀ ନାୟିକା । କିଛି ଦିନ ହେଲା ବେଶ ସୋସିଆଲ ମିଡ଼ିଆ ରେ ଚର୍ଚା ଚଳିଛି ଲିପ୍ସା ମିଶ୍ର ଙ୍କ ବାହାଘର କୁ ନେଇ । ଆସନ୍ତୁ ଦେଖିବା ଫୋଟୋ ….

ଆମେ ଯେଉଁ ଫୋଟୋ ସବୁ ଦେଖେଇବୁ ସେ ସବୁ ସୋସିଆଲ ମିଡ଼ିଆ ଫୋଟ ଆସନ୍ତୁ ଦେଖିବା

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *