ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଜାଣିବା ଲୁଣ ଡବା ରେ ଏମିତି କଣ ରଖିଲେ ଧନ ର ବୃଦ୍ଧି ହେବ। ତେବେ ଖବର ଟି ସମ୍ପୂର୍ଣ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।
ବନ୍ଧୁଗଣ ଆପଣ ଜାଣିଛନ୍ତି ଲୁଣ ଏକ ସାମାନ୍ୟ ଜିନିଷ ଟେ ।ଏହା ର ଦାମ୍ ବହୁତ୍ କମ୍ ସହ ଏହା ସମସ୍ତଙ୍କ ଘରେ ନିତିଦିନ ଖାଦ୍ୟ ରେ ବ୍ୟବହାର କରାଯାଏ । କିନ୍ତୁ ଆପଣ ଅଶର୍ଯ୍ୟ ହଉଥିବେ ଲୁଣ କେମିତି ଆମ କୁ ଧନୀ କରି ଥାଏ । ଯଦି ଜ୍ୟୋତିଷ ଶାସ୍ତ୍ର କୁ ମାନିବା ଏହା ଆମ ପାଇଁ ବହୁତ୍ ଲାଭଦାୟକ ହେଇଥାଏ। ତେବେ ଏତିକି ଜାଣିବା ଦରକାର ଲୁଣ ରେ କଣ ଜିନିଷ ପକେଇବା ଦ୍ଵାରା ଘରକୁ ଧନର ବର୍ଷା ହେବା ସହ ପରିବାର ସୁଖ ଶାନ୍ତି ବୃଦ୍ଧି ହେଇଥାଏ।
ଜ୍ୟୋତିଷ ଶାସ୍ତ୍ରମତରେ ଲୁଣ କୁ ଚନ୍ଦ୍ର ଏବଂ ଶୁକ୍ର ର ପ୍ରତୀକ ମନିଥାଉ । ଲୁଣ କୁ ଯଦି ପ୍ଲାଷ୍ଟିକ କି ଷ୍ଟିଲ ପାତ୍ର ରେ ରଖା ଯାଏ ଏହା ଚନ୍ଦ୍ର ଆଉ ଶନି ଙ୍କ ମିଳନ କରି ଥାଏ । ଯାହା ଅତ୍ୟନ୍ତ ଘାତକ ସାବ୍ୟସ୍ତ ହେଇଥାଏ । ପରିବାର ରେ ରୋଗ ଆଉ ଦୁଃଖ ଲାଗି ରହି ଥାଏ । ଲୁଣ କୁ ସର୍ବଦା କାଚ ପାତ୍ର ରେ ରଖନ୍ତୁ ।
ଘରେ ଯଦି ନକାରାତ୍ମକ ଶକ୍ତି ଥାଏ ତେବେ ଗୁରୁ ବରକକୁ ଛାଡ଼ି ପ୍ରତେକା ଦିନ ଗୁଟେ ବାଲ୍ଟି ରେ ଲୁଣ ପାଣି କରି ଘରକୁ ପୂଛି ଦିଅନ୍ତୁ । ଯାହା ନକାରାତ୍ମକ ଶକ୍ତି ଦୂରେଇ ଯିବେ । ଏବଂ ରୁଯୋଗାର ର ମାର୍ଗ ଖୁଲୀ ଯାଏ ।
ବନ୍ଧୁଗଣ ଘର ର ଉନ୍ନତି ପାଇଁ ଗୋଟେ କାଚ ପାତ୍ର ରେ କିଛି ପାଣି ନେଇ ସେଥିରେ କିଛି ଲୁଣ ପକେଇ ଆପଣ ଙ୍କ ପୂଜା ଘରେ ଗୋଟେ ଜାଗା ରେ ରଖି ଦିଅନ୍ତୁ । ଏହି ପାଣି କୁ ପ୍ରତି ଶନିବାର ରେ ବଦଳେଇ ଦିଅନ୍ତୁ।
ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡିଶା ଖବର ପୋର୍ଟାଲ କୁ ସ୍ୱାଗତ | ଆସନ୍ତୁ ଜାଣିବା ତାରା ତାରିଣୀ ଧାରାବାହିକ ରେ କୁନି ତାରିଣୀ ଏବଂ ବୀର କେମିତି ମସ୍ତି କରୁଛନ୍ତି | ଖବର ସମ୍ପୂର୍ଣ ତଥ୍ୟ ପାଇବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ |
ବନ୍ଧୁଗଣ ଆପଣ ଜାଣିଥିବେ ତରଙ୍ଗ ରେ ପ୍ରସାରିତ ଓଡ଼ିଆ ଧାରାବାହିକ ତାରା ତାରିଣୀ ସମସ୍ତଙ୍କ ଘରେ ସମସ୍ତଙ୍କର ପସନ୍ଦର ଧାରାବାହିକ | ତେବେ ତାରା ତାରିଣୀ ଧାରାବାହିକ ରେ ଗୋଟେ ବଡ ଉପହାର ରହିଛି ତାରିଣୀ ଆଉ ରପୁମ ଙ୍କ ପାଇଁ | ତେବେ ଆଜି ରାତିରେ ଆପଣ ଦେଖିବା ପାଇଁ ପାଇବେ ତାର ଆଉ ବୀର ମିଶି କଣ ଉପହାର ରଖିଛନ୍ତି ରୁପମ ଏବଂ ତାରିଣୀ ଙ୍କ ପାଇଁ | ଯାହାକି ରୁପମ ଙ୍କ ଅଭିନୟ କରୁଛନ୍ତି ତାରା ଏବଂ ତାରିଣୀ ଙ୍କ ଅଭିନୟ କରୁଛନ୍ତି କୁନି ତାରିଣୀ | ଏମିତି ସେ ତାଙ୍କ ବାପା ମା ଙ୍କ ପାଇଁ ସର୍ଵପ୍ରାଇଜ଼ୀ ପ୍ଲାନ କରିଛନ୍ତି ବୀର , ତାରା ଏବଂ ତାରିଣୀ |
ଯଦି ଆପଣ ତାରା ତାରିଣୀ ଧାରାବାହିକ ଦେଖୁଛନ୍ତି ତେବେ ଏହି ଭାଗ କୁ ନିହାତି ଭାବେ ଦେଖନ୍ତୁ | ଯାହାକି ଏହି ଭାଗ ଟି ବହୁତ ମଜାଦାର ଅଟେ ଆପଣ ଙ୍କୁ ଏହି ଭାଗ ବହୁତ ପସନ୍ଦ ଆସିବ | ଆପଣ ଦେଖି ଥିବେ ଏହି ଧାରାବାହିକ ରେ ତାରା , ତାରିଣୀ ଏବଂ ବୀର ମିଶି ସବୁବେଳେ କିଛି ନ କିଛି ପ୍ଲାନ କରିଥାନ୍ତି କେତେବେଳେ ଘର ର ହିତ ପାଇଁ ତା କେତେବେଳେ ମଜା ମସ୍ତି ପାଇଁ | ଏମିତି ଆଗକୁ ତାରା ତାରିଣୀ ଧାରାବାହିକ ଦେଖି ଚାଲନ୍ତୁ ଏବଂ ମଜା ନେଇ ଚାଲନ୍ତୁ |
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।