ଶନି ଙ୍କ ବକ୍ର ଦୃଷ୍ଟି କାରଣରୁ ୧୨ ଟି ଗ୍ରହ ଉପରେ ପଡିବ ଏହାର ପ୍ରଭାବ । ଜାଣନ୍ତୁ ଏଥିରୁ ବର୍ତ୍ତିବାର ଉପାୟ…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଶନି ଙ୍କ ଵକ୍ର ଦୃଷ୍ଟି ଏବଂ ଏହାର ରାଶି ମାନଙ୍କ ଉପରେ ପଡିବାକୁ ଯାଉଥିବା ପ୍ରଭାବ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଶନି ମହାରାଜ ଙ୍କୁ ଗ୍ରହ ମାନଙ୍କ ର ରାଜା କୁହାଯାଏ । ସତ୍ୟ ଧର୍ମ ଓ ନ୍ୟାୟ ର ପ୍ରତିଷ୍ଠା ଶନି ମହାରାଜ ହିଁ କରିଥାନ୍ତି । ତାଙ୍କ ର ଚଳନ କେବଳ ଅଧର୍ମୀ ମାନଙ୍କ ପାଇଁ ବିପଦ ହୋଇଥାଏ । କିନ୍ତୁ ଗ୍ରହ ରାଜ ଶନି ସଦା ସର୍ବଦା ଅନ୍ୟ ର ମଙ୍ଗଳ ହିଁ କରିଥାନ୍ତି । ସେ କେତେ ରାଗି ସେ ବିଷୟରେ ମଧ୍ୟ ଆପଣ ଜାଣିଥିବେ । 

 

ତେବେ ସେ ହେଉଛନ୍ତି ନ୍ୟାୟ ର ଦେବତା । ତେବେ ସେ ସଦା ସର୍ବଦା ଅନ୍ୟାୟ ଅଧର୍ମ କରୁଥିବା ଲୋକଙ୍କ ଉପରେ ରୁସ୍ଟ ହୋଇଥାନ୍ତି । ତେବେ ଶନି ମାର୍ଚ୍ଚ ୨୭ ତାରିଖ ଠାରୁ ଵକ୍ର ଚଳନ କରିବେ । ଯାହା ଫଳରେ ଏହାର ପ୍ରଭାବ ସବୁ ରାଶି ମାନଙ୍କ ଉପରେ ପଡିବ । 

 

ତେବେ ଏଥିରୁ ମୁକ୍ତି ପାଇବା ପାଇଁ ହେଲେ ପ୍ରତିଦିନ ମହା ମୃତୁଞ୍ଜୟ ମନ୍ତ୍ର ଜପ କରିବା ସହ ପ୍ରତି ଶନିବାର ଦିନ ସକାଳୁ ଶନି ଙ୍କ ନାମ ରେ ଏକ ରାଶି ତେଲ ର ଦୀପ ଟିଏ ଜାଲନ୍ତୁ । ଦେଖିବେ ଖରାପ ପ୍ରଭାବ ବହୁ ମାତ୍ରାରେ କମିଯିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *