ଶନି ଦେବ ଙ୍କ କୃପା ମିଳିବା ପୂର୍ବରୁ ମିଳିଥାଏ ଏହି ସବୁ ସଙ୍କେତ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ ଭଗବାନ ଶନିଦେବ ଙ୍କ କୃପା ମିଳିବା ପୂର୍ବରୁ ଦେଇଥିବା ସଂକେତ ବିଷୟରେ । ଯାହା ଆପଣଙ୍କ ଜୀବନକୁ ସମ୍ପୂର୍ଣ ପରିବର୍ତ୍ତନ କରିଦେବ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।  

 

ଆପଣ ମାନେ ଜାଣିଛନ୍ତି ଭଗବାନ ଏବଂ ପ୍ରକୃତି ପରସ୍ପର ସହ ଜଡିତ । ସେଥିପାଇଁ ଭଗବାନ ଶନି ଙ୍କ ଆଶ୍ରିବାଦ ମିଳିବା ପୂର୍ବରୁ ଆପଣଙ୍କୁ ପ୍ରକୃତି ସୂଚନା ଦେଇଥାଏ । ସେହିଭଳି ଆପଣ ଙ୍କୁ ବି ପ୍ରକୃତି ଆଡୁ ସମସ୍ତ ସାହାଯ୍ୟ ସହଯୋଗ ମଧ୍ୟ ମିଳିବ । ତେବେ ଆପଣଙ୍କୁ ପ୍ରକୃତି ର କିଛି ଏଭଳି ତଥ୍ୟ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣ ମାନେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି ବୋଲି ଜାଣି ପାରିବେ । 

 

(୧)କୌଣସି କାର୍ଯ୍ୟ ରେ ବାହାରିଲା ବେଳେ ଗାଈ ଖାଦ୍ୟ ଖାଉଥିବାର ଦେଖିବା ଅର୍ଥ ସେହି କାର୍ଯ୍ୟ ଟି ନିଶ୍ଚିତ ସମ୍ପୂର୍ଣ ହେବ ।

(୨)କୌଣସି ବିନା କାରଣ ବସତହ କ୍ଷୀର ,କିମ୍ବା ମିଷ୍ଠାନ ମିଳବା ଭାଗ୍ୟ ଖୋଲିବାର ସଂକେତ ଦେଇଥାଏ ।

 

(୩) ଘରେ ସବୁବେଳେ ମନ ପ୍ରଫୁଲିତ ରହିବା ଭଗବାନ ଚିନ୍ତନ କରିବା ,ଆପଣଙ୍କୁ ସବୁବେଳେ ଖୁସି ରହିବା ଆପଣଙ୍କ ଶୁଭ ସଙ୍କେତ ହେବାର ପୂର୍ବ ସୂଚନା ଅଟେ ।

 

(୪)କୌଣସି କାରଣରୁ ଆପଣଙ୍କ ନିଦ ବ୍ରହ୍ମ ମହୁର୍ତ୍ତ ରୁ ଭାଙ୍ଗି ଯାଉଛି ତେବେ ଆପଣ ଜାଣିବେ ଆପଣଙ୍କ ଭାଗ୍ୟ ଖୋଲିବାକୁ ଯାଉଛି ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *