ଶଶୁର ଙ୍କ ବିରୁଦ୍ଧରେ ଆଣିଲେ ଏହି ବଡ଼ ଅଭିଯୋଗ ବୋହୁ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ। ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛୁ ଯେ କିପରି ଜଣେ ଶଶୁର ନିଜ ର ବହୁ ସହ ଘଟାଇ ଥିଲେ ଏଭଳି ବର୍ବର କାଣ୍ଡ ଯାହାକୁ ନେଇ ଥାନା ରେ ଅଭିଯୋଗ ଆଣିଲେ ବୋହୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ହଁ ଆଜ୍ଞା କଥା ତା ବିଶ୍ୱାସ ହେଉନଥିଲେ ବି ସତ୍ୟ କାରଣ । 

 

କୁହାଯାଏ କି ଗୋଟେ ଝିଅ ବାହା ହୋଇ ନିଜ ଆସିଲା ପରେ ଝିଅ ର ଶଶୁରଙ୍କ ଘର ହେଉଛି ତା ବାପ ଘର ଠାରୁ କମ ନୁହେଁ । କିନ୍ତୁ ଜଉ ବାପା ନିଜ ବହୁ କୁ ଝିଅ ଦୁଷ୍ଟି ରେ ଦେଖିବା କଥା ସେ  ତା ଉପରେ  ପକାଇ ଥିଲା ଖରାପ ନଜର । ତେବେ ଓଡ଼ିଶାରେ ବର୍ତ୍ତମାନ ଏକ ଏଭଳି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବୋହୁ ନିଜ ଶଶୁର ଙ୍କ ବିରୁଦ୍ଧରେ ରୁଜୁ କରିଛନ୍ତି ମାମଲା । 

 

ତେବେ ଏହି ଘଟଣା ଅନୁସାରେ ସ୍ତ୍ରୀ ର ପିଲା ଛୁଆ ନ ହେବାରୁ ଶଶୁର ନିଜର ବୋହୁ ଉପରେ ପକାଇଥିଲେ କୁ ନଜର ତେବେ । ବହୁ ଶଶୁର ବାରମ୍ବାର ବୋହୁ ଙ୍କୁ ସେକ୍ସ କରିବା ପାଇଁ ଚେଷ୍ଟା କରିବାରୁ ବୋହୁ ଶଶୁର ଙ୍କ ର ଏଭଳି କାର୍ଯ୍ୟ କୁ ସହ୍ୟ କରି ନପାରି। ବର୍ତ୍ତମାନ ଥାନା ଏବଂ ମିଡ଼ିଆ ଙ୍କ ସାମ୍ନା ରେ ନ୍ୟାୟ ମାଗିଛି । ତେବେ ଯଦି ତାଙ୍କୁ ନ୍ୟାୟ ନ ମିଳିବ ତେବେ ସେ ନିଜ ଜୀବନ ଦେବାକୁ ମଧ୍ୟ କହିଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *