ଶଶୁର ବୋହୁ ର ପ୍ରେମ କାହାଣୀ ବିଷୟରେ ପଢିଲେ ଆପଣ ବି ଆବାକ ହୋଇଯିବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଜଣେ ଶଶୁର ନିଜ ବୋହୁ ସହ ଅନୈତିକ ସମ୍ପର୍କ ରଖି ନିଜ ଜନ୍ମିତ ଛୁଆ କୁ ମାରି ଦେଇଛି ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ଏଭଳି ନୃସଂସ ଏବଂ ଲଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ର କାଶବନ୍ଧୁ ସହର ର ଜ୍ୱାଳାପୁର ନିବାସୀ କିଶନ କୁମାର ଘଟାଇଛି ଏଭଳି କୁସ୍ଚିତ କାଣ୍ଡ।ତେବେ କିଶନ କୁମାର ଙ୍କ ସ୍ତ୍ରୀ ମରିଗଲା ପରେ ସେ ଅନ୍ୟ ଜଣେ ଝିଅ ସହ ରଖିଥିଲେ ସମ୍ପର୍କ । 

 

ତେବେ ସେ ଲୋକ ଲଜ୍ୟା କାରଣରୁ ଆଉ ଏକ ଝିଅ କୁ ଵିଵାହ କରି ପାରିବେ ନାହିଁ ବୋଲି । ସେ ସେହି ଝିଅ କୁ  ନିଜ ପୁଅ ସହ ବିବାହ କରିଥିଲେ । ଯିଏକି ସୁରଟ ରେ ଏକ ସୁତା କାରଖାନା ରେ କାମ କରୁଥିଲା । ତେବେ ପୁଅ ବାହାରେ ରହୁଥିବାରୁ ଶୁଶୁର ବୋହୁ ଖେଳ କରିବାକୁ ସୁବିଧା ହେଉଥିଲା । ତେବେ ପୁଅ ମଝିରେ ମଝିରେ ଗ୍ରାମ କୁ ଯାଏ ତେବେ ପରେ ପରେ ବୋହୁ ର ଏକ ଛୁଆ ହେଲା ଏବଂ ପରେ ପରେ ଲକଡାଉନ ହେଲା । 

 

ତେବେ ଲକଡାଉନ କାରଣରୁ ପୁଅ ସୁରଟ ରେ ରହିଯାଇଥିଲା । ତେବେ ଯେତେବେଳେ ଲକଡାଉନ ଉଠିଲା ପୁଅ ଘରକୁ ଯିବାକୁ ବାହାରିଲା ସେତେବେଳେ ଶଶୁର ଛୁଆ କୁ ତା ବାପା ନ ଜାଣିବ ସେଥିପାଇଁ ସେ ଛୁଆ କୁ ତା ପୁଅ ଆସିବ ପୂର୍ବରୁ ମାରି ନାଳ ରେ ଫୋପାଡ଼ି ଦେଇଥିଲେ । ତେବେ ଯାହା ଧରା ପଡିବା ପରେ କିଶନ କୁମାର ଙ୍କୁ ଏବଂ ତାଙ୍କ ବୋହୁ ଉଭୟ ଙ୍କୁ ପୋଲିସ ବାନ୍ଧି ନେଇ ଯାଇଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *