ଶଶୁର ସହିତ ବୋହୁ ଫେରାର । ଫେରାର ର ଦଶ ଦିନ ପରେ ଶଶୁର ସହ ଫଟୋ ଉଠାଇ ଛାଡିଲା ସ୍ୱାମୀ ପାଖକୁ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଜଣେ ସ୍ତ୍ରୀ ନିଜ ସ୍ଵାମୀ ଙ୍କୁ ଛାଡି ନିଜ ଶଶୁର ସହ ହୋଇଯାଇଛି ଫେରାର ସେ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଏଭଳି ଏକ ଆଖି ଦୃଶିଆ ଘଟଣା ଆଦେଖିବାକୁ ମିଲିଛି ଝାଡ଼ଖଣ୍ଡ ର ବାହାଡଲପୁର ଅଞ୍ଚଳ ରେ । ତେବେ ଏହି ଅଞ୍ଚଳ ର ଜଣେ ରୋଶନ ନାମକ ଜଣେ ଯୁବକ ଏହି ମାସ ଜାନୁଆରୀ ମାସରେ  ପଲକ ନାମକ ଜଣେ ଯୁବତୀ କୁ ବିବାହ କରିଥିଲେ । ତେବେ ସ୍ୱାମୀ ଏକ ଷ୍ଟିଲ ପ୍ଲାଣ୍ଟ ରେ କାମ କରୁଥିଲେ । ତେବେ ସ୍ୱାମୀ ସବୁବେଳେ ଘର ଠାରୁ ଦୂରରେ ରହୁଥିଲେ । ତେବେ ଯାହାର ଫାଇଦା ନେଇ ରସିକିଆ ଶଶୂର ବୋହୁ ସହ ସମ୍ପର୍କ ଗଢିବା କୁ ଆରମ୍ଭ କଲା । 

 

ବୋହୁ ମଧ୍ୟ ନିଜ ସ୍ୱାମୀ ର ନଥିବାରୁ ନିଜ ଶରୀର ର ଭୋକ ମେଣ୍ଟାଇବା ପାଇଁ ଶଶୁର ସହ ଶାରୀରିକ ସମ୍ପର୍କ ସ୍ଥାପନା କଲା । ତେବେ ଏହି ଖବର ସ୍ୱାମୀ ଜାଣିବାରୁ ସ୍ତ୍ରୀ କୁ ତା ପାଖକୁ ନେଇ ଆସିବ ବୋଲି କହିବାରୁ । ସ୍ତ୍ରୀ ଏକ ରାତିରେ ଶଶୁର ସହିତ ଫେରାର ହେବା ସହ । ନିଜ ମୋବାଇଲରେ ଶସୁର ସହ ଫୋଟୋ ଉଠାଇ ସ୍ୱାମୀ ଙ୍କ ପାଖକୁ  ପଠାଇଛି । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *