ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଶାମ୍ବ ଦଶମୀ ଦିନ ଯଦି ଆପଣ ଏହି ୫ ଟି କାର୍ଯ୍ୟ କରନ୍ତି ତେବେ ଆପଣଙ୍କ ଭାଗ୍ୟରେ ଧନ ର ବର୍ଷା ହେବ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଆପଣ ମାନେ ଶାମ୍ବ ଦଶମୀ ର ମାହାତ୍ମ୍ୟ ବିଷୟରେ ଜାଣିଥିବେ । ଯଦି ଜାଣିନାହାନ୍ତି ତେବେ ଆସନ୍ତୁ ଜାଣିବା ,ତେବେ ଶ୍ରୀକୃଷ୍ଣ ଏବଂ ମାତା ରୁକ୍ମିଣୀ ଙ୍କ ସହ ଅନନ୍ତ ବାସ ରେ ପ୍ରେମ କରିବାରେ ମଗ୍ନ ଥିବା ବେଳେ ନିଜ ପୁତ୍ର ଶାମ୍ବ କୁ ଦ୍ୱାରପାଳ ଭାବେ ନିଜର ଦ୍ୱାର ଦେଶ ରେ ଜଗାଇ ଦେଇଥିଲେ । ତେବେ ସେ ଜଗିଥିବା ସମୟରେ ମହର୍ଷି ଦୃବାସା ତାଙ୍କୁ କବାଟ ଖୋଲି ଶ୍ରୀକୃଷ୍ଣ ଙ୍କୁ ଡାକିବାକୁ କହିଲେ ।
କିନ୍ତୁ ସେ ମନାକରିବାରୁ ଦୃବାସା ତାଙ୍କୁ ଅଭିଶାପ ଦେବାକୁ ବାହାରିଲେ ଯାହା ଫଳରେ ସେ କବାଟ ଖୋଲି ତାଙ୍କ ପିତା ଶ୍ରୀକୃଷ୍ଣ ଙ୍କୁ ଡାକିଥିଲେ । ଯାହା ଫଳରେ ଶ୍ରୀକୃଷ୍ଣ କ୍ରୋଧିତ ହୋଇ ତାଙ୍କୁ ଅଭିଶାପ ଦେଇଥିଲେ ତାଙ୍କୁ କୁଷ୍ଠ ରୋଗ ହୋଇଯାଉ । ତେବେ ଏହାର ଅଭିଶାପ ରୁ ମୁକ୍ତି ପାଇବା ପାଇଁ ତାଙ୍କୁ ଋଷି ଧ୍ରୁବାଷା କୋଣାର୍କ ରେ ଯାଇ ସୂର୍ଯ୍ୟ ପୂଜା କରିବା ପାଇଁ କହିଥିଲେ । ସେହି ଦିନଠାରୁ ଏହି ପୂଜା କୁ ଶାମ୍ବ ଦଶମୀ କୁହାଯାଇଥାଏ ।
ସେଥିପାଇଁ ଶାମ୍ବ ଦଶମୀ ବହୁତ ପବିତ୍ର ଏବଂ ଭଲ ତିଥି ଅଟେ ଯଦି ଏହି ତିଥି ରେ ଆପଣ ଏହି ୫ ଟି କାର୍ଯ୍ୟ କରୁଛନ୍ତି ତେବେ ଆପଣଙ୍କ ର ଭାଗ୍ୟ ଧନ ଧାନ୍ୟ ରେ ପରିପୂର୍ଣ୍ଣ ହୋଇଯିବ ।
(୧)ତେବେ ଏହି ଦିନ ଯଦି କ୍ଷୀରି ଏବଂ ଖେଚୁଡ଼ି ଭୋଗ କରି କିଛି ଗରିବ ପିଲାଙ୍କୁ ଦାନ କରନ୍ତି ତେବେ ଆପଣଙ୍କ ସବୁ ମଙ୍ଗଳ ହେବ ।
(୨) ଏହି ଦିନ ସକାଳୁ ଏବଂ ସନ୍ଧ୍ୟା ବେଳେ ଘର ର ଦୁଆର ମୁହଁ ରେ ଘିଅ ର ଦୀପ ଜାଲନ୍ତୁ ।
(୩) ଏହି ଦିନ ଭଗବାନ ସୂର୍ଯ୍ୟ ଙ୍କୁ ଘିଅ ଦୀପ ଅର୍ପଣ କରିବା ସହ ତାଙ୍କ ଆରାଧନା କରନ୍ତୁ ।
(୪) ସେହିଦିନ ଗୋରୁ ଏବଂ ପଶୁପକ୍ଷୀ ମାନଙ୍କୁ କିଛି ଖାଇବା ପାଇଁ ଦିଅନ୍ତୁ ।
(୫) ଏହି ଦିନ ଘର ର ସମସ୍ତ ସଦସ୍ୟ ବ୍ରାହ୍ମ ମୁହୂର୍ତ୍ତ ରୁ ଉଠି ଭଗବାନ ସୂର୍ଯ୍ୟ ଙ୍କୁ ଘର ର ମୁରବି କିମ୍ବା ଘର ର ସମସ୍ତ ସଦସ୍ୟ ଜଳ ଅର୍ପଣ କରନ୍ତୁ ।
ଏହି ୫ ଟି କାର୍ଯ୍ୟ କଲେ ଦେଖିବେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବା ସହ ଆପଣଙ୍କର ସମସ୍ତ ମନ ସ୍କାମନା ପୂର୍ଣ୍ଣ କରିବେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।