ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିଭଳି ଭାବେ ଆପପ୍ନ ଶିବ ମନ୍ଦିର କୁ ଯିବା ପୂର୍ବରୁ ଏହି ୫ ଟି କାର୍ଯ୍ୟ କୁ ମାନି କରି ଯାଆନ୍ତୁ ।ନହେଲେ ଆପଣ ବହୁତ ହଇରାଣ ହେବେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ସାଧାରଣତଃ ହିନ୍ଦୁ ଧର୍ମ ରେ ଶିବ ଙ୍କ ମନ୍ଦିର ସବୁ ସ୍ଥାନ ରେ ବିରାଜମାନ ।
ଶିବ ଭକ୍ତ ସାଧାରଣତଃ ଅଧିକ ମାତ୍ର ରେ ରହିଥାନ୍ତି । କାରଣ ଶିବ ଏମିତି ଭଗବାନ ଯିଏ ଅଳ୍ପ ରେ ସନ୍ତୋଷ ଲାଭ କରନ୍ତି । ସେଥିପାଇଁ ତ ତାଙ୍କୁ ‘ଆଶୁତୋଷ’ କୁହାଯାଏ । ସେ ସବୁ ଧର୍ମ ସବୁ ଲୋକ ଙ୍କ ପାଇଁ ନିଜର ମନ୍ଦିର ଦୁଆର ସବୁବେଳେ ଖୋଲା ରଖିଥାନ୍ତି । ତେବେ ହିନ୍ଦୁ ଧର୍ମ ଅନୁସାରେ ସୋମବାର କୁ ଶିବ ଙ୍କ ବାର ବୋଲି ମନାଯାଏ ।
ତେବେ ମନ୍ଦିର ଭିତରକୁ ଯିବା ପୂର୍ବରୁ ଏହା ର କିଛି ନୀତି ନିୟମ ଅଛି । ଯାହାକୁ ମାନି ବାକୁ ପଡିବ । ଯଦି ନୀତି ନିୟମ ନ ମାନନ୍ତି ତେବେ ଆପଣ ମାନେ ତ ମାହାଦେଵ ଙ୍କ କ୍ରୋଧ ବିଷୟ ରେ ଜାଣିଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ୫ ଟି ନିୟମ ବିଷୟରେ ।
(୧) ମନ୍ଦିର ଭିତରକୁ କେବେହେଲେ ସୋମବାର ଦିନ ନ ଗାଧୋଇ ପଶିବେ ନାହିଁ । ଯଦି ବି ଗାଧୋଇ ସରିବା ପରେ ଶୌଚ କରିଛନ୍ତି ତେବେ ପୁନର୍ବାର ଗାଧୋଇ କରି ପଶିବେ ।
(୨) ମନ୍ଦିର ଭିତରକୁ କେବେହେଲେ ଖରାପ ଚିନ୍ତାଧାରା ନେଇ ପ୍ରବେଶ କରିବେ ନାହିଁ ।
(୩) ମନ୍ଦିର ଭିତରକୁ ଯିବା ପୂର୍ବରୁ ମନ ଶାନ୍ତ ରଖିବା ସହ ନିର୍ମଳ ମନୋଭାବ ନେଇ ପ୍ରବେଶ କରନ୍ତୁ ।
(୪) ମନ୍ଦିର ଭିତରକୁ କେବେହେଲେ ଚମଡା ଜିନିଷ ନେଇ ଯାଆନ୍ତୁ ନାହିଁ । ଯଦି ଯିବେ ତେବେ ଭଗବାନଙ୍କ କୋପ ର ଶିକାର ହେବେ ।
(୫) ମନ୍ଦିର ଭିତରକୁ କେବେହେଲେ ଆମିଷ କିମ୍ବା ମଦ୍ୟପାନ କରି ଯାଆନ୍ତୁ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।