ଶିବ ମନ୍ଦିର ଭିତରକୁ ଯିବା ପୂର୍ବରୁ ଭୁଲ ରେ କରନ୍ତୁ ନାହିଁ ଏହି ୫ ଟି କାର୍ଯ୍ୟ ନହେଲେ  ଆପଣଙ୍କ ଜୀବନ ଛାରଖାର ହୋଇଯିବ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିଭଳି ଭାବେ ଆପପ୍ନ ଶିବ ମନ୍ଦିର କୁ ଯିବା ପୂର୍ବରୁ ଏହି ୫ ଟି କାର୍ଯ୍ୟ କୁ ମାନି କରି ଯାଆନ୍ତୁ ।ନହେଲେ ଆପଣ ବହୁତ ହଇରାଣ ହେବେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ସାଧାରଣତଃ ହିନ୍ଦୁ ଧର୍ମ ରେ ଶିବ ଙ୍କ ମନ୍ଦିର ସବୁ ସ୍ଥାନ ରେ ବିରାଜମାନ ।

 

 ଶିବ ଭକ୍ତ ସାଧାରଣତଃ ଅଧିକ ମାତ୍ର ରେ ରହିଥାନ୍ତି । କାରଣ ଶିବ ଏମିତି ଭଗବାନ ଯିଏ ଅଳ୍ପ ରେ ସନ୍ତୋଷ ଲାଭ କରନ୍ତି । ସେଥିପାଇଁ ତ ତାଙ୍କୁ ‘ଆଶୁତୋଷ’ କୁହାଯାଏ । ସେ ସବୁ ଧର୍ମ ସବୁ ଲୋକ ଙ୍କ ପାଇଁ ନିଜର ମନ୍ଦିର ଦୁଆର ସବୁବେଳେ ଖୋଲା ରଖିଥାନ୍ତି । ତେବେ ହିନ୍ଦୁ ଧର୍ମ ଅନୁସାରେ ସୋମବାର କୁ ଶିବ ଙ୍କ ବାର ବୋଲି ମନାଯାଏ । 

 

ତେବେ ମନ୍ଦିର ଭିତରକୁ ଯିବା ପୂର୍ବରୁ ଏହା ର କିଛି ନୀତି ନିୟମ ଅଛି । ଯାହାକୁ ମାନି ବାକୁ ପଡିବ । ଯଦି ନୀତି ନିୟମ ନ ମାନନ୍ତି ତେବେ ଆପଣ ମାନେ ତ ମାହାଦେଵ ଙ୍କ କ୍ରୋଧ ବିଷୟ ରେ ଜାଣିଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ୫ ଟି ନିୟମ ବିଷୟରେ ।

 

(୧) ମନ୍ଦିର ଭିତରକୁ କେବେହେଲେ ସୋମବାର ଦିନ ନ ଗାଧୋଇ ପଶିବେ ନାହିଁ । ଯଦି ବି ଗାଧୋଇ ସରିବା ପରେ ଶୌଚ କରିଛନ୍ତି ତେବେ ପୁନର୍ବାର ଗାଧୋଇ କରି ପଶିବେ ।

(୨) ମନ୍ଦିର ଭିତରକୁ କେବେହେଲେ ଖରାପ ଚିନ୍ତାଧାରା ନେଇ ପ୍ରବେଶ କରିବେ ନାହିଁ ।

(୩) ମନ୍ଦିର ଭିତରକୁ ଯିବା ପୂର୍ବରୁ ମନ ଶାନ୍ତ ରଖିବା ସହ ନିର୍ମଳ ମନୋଭାବ ନେଇ ପ୍ରବେଶ କରନ୍ତୁ ।

(୪) ମନ୍ଦିର ଭିତରକୁ କେବେହେଲେ ଚମଡା ଜିନିଷ ନେଇ ଯାଆନ୍ତୁ ନାହିଁ । ଯଦି ଯିବେ ତେବେ ଭଗବାନଙ୍କ କୋପ ର ଶିକାର ହେବେ । 

(୫) ମନ୍ଦିର ଭିତରକୁ କେବେହେଲେ ଆମିଷ କିମ୍ବା ମଦ୍ୟପାନ କରି ଯାଆନ୍ତୁ ନାହିଁ ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *