ଶୀତ ଦିନେ ବଢ଼ାନ୍ତୁ ନିଜର ସ୍କିନ ଗ୍ଲୋ । କରନ୍ତୁ ଏହି ଘରୋଇ ଉପଚାର ମୁହଁ ର ରଙ୍ଗ କଳା ରୁ ହୋଇଯିବ ଗୋରା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିପରି ଆପଣ ଶୀତ ଦିନେ ଏହି ଘରୋଇ ଉପଚାର କରି ମୁହଁ ର ରଙ୍ଗ କଳା ରୁ କରିପାରିବେ ଗୋରା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ସମୟରେ ତଥା ଶୀତ ଦିନେ ମୁହଁ ର ରଙ୍ଗ ବଦଳି ଯାଇଥାଏ । କେତେକ ଲୋକ ମାନଙ୍କ କଳା ପଡିଯିବା ବେଳେ କେତେକ ଲୋକ ମାନଙ୍କ ମୁହଁ ଏକ ଶୁଖିଲା ଶୁଖିଲା ପରି ଦେଖା ଯାଇଥାଏ । ତେବେ ସେଥିରୁ ମୁକ୍ତି ପାଇବା ପାଇଁ ଆମ୍ଭେ ଆପଣଙ୍କ ପାଇଁ ଏକ ସ୍ୱଚ୍ଛ ଏବଂ ଘରୋଇ ପ୍ରସ୍ତୁତ ଉପଚାର ନେଇ ଆସିଛୁ । ତେବେ ଆପଣ ସର୍ବ ପ୍ରଥମେ ଆପଣ କ୍ଷୀର ର ସର ଏବଂ ଦହି ଆଣନ୍ତୁ ।

 

 ଏହା ପରେ ଆପଣ ସେଥିରେ କିଛି ମୁଲଟାନି ମାଟି ଆଣି ମିଶାନ୍ତୁ । ଏବଂ ଏହା ପରେ ସେଥିରେ କିଛି ମହୁ ମିଶାନ୍ତୁ । ଏହା ପରେ ଏକ ଭିଟାମିନ-C ର ମେଡ଼ିସିନ ଆଣି ମିଶାନ୍ତୁ। ଏହା ପରେ ନିଜ ମୁହଁ କୁ ଥଣ୍ଡା ପାଣି ରେ ଭଲ ଭାବେ ଧୋଇବା ପରେ ନିଜ ମୁହଁ ରେ ଲଗାଇ ଦିଅନ୍ତୁ ।  ଏହା ପରେ ଆପଣ ଦେଖିବେ କିଭଳି ଭାବେ ଆପଣଙ୍କ ମୁହଁ ର ରଙ୍ଗ ପରିବର୍ତ୍ତନ ହେଉଛି । ଏହାକୁ ସପ୍ତାହ ରେ ୨ ଥର କରନ୍ତୁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *