ଶୁଣନ୍ତୁ ଅଡିଓ : କଲେଜ ପ୍ରିନ୍ସପାଲ ଛାତ୍ରୀ ଙ୍କ ସାଙ୍ଗରେ କଥା ହେଉଛନ୍ତି ଶୁଣନ୍ତୁ କେମିତି ବେଧ ଗପ….ଶୁଣିଲେ ମୁଣ୍ଡ କାମ କରିବନି ଆପଣଙ୍କର….

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମ ପୋର୍ଟାଲ ଏମିତି ଏକ ଦମଦାର ଖବର ନେଉ ଆସୁଚି ଯାହାକି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହଇ କହିବେ  କଣ ଏ ସମ୍ପର୍କ ଛାତ୍ର ଆଉ ଶିକ୍ଷକ ମଧ୍ୟରେ !  ପୁରା ଖବର ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ବନ୍ଧୁଗଣ ଆଜିର ଏଇ ସମାଜ ଏତେ ତଳକୁ ଖସିଗଲାଣି ଯେ ସମ୍ପର୍କ ର ମାନେ କିଛି ନାହିଁ । ଆଜିର ଯୋଗରେ ଲୋକେ ସମ୍ପର୍କ ର ମାନେ ବୁଜନ୍ତି ନାହିଁ ସବୁ ସମ୍ପର୍କରେ ପାପ ଭାରି ରହିଛି । ଆଗରୁ ଶିକ୍ଷକ ଆଉ ଛାତ୍ର ସମ୍ପର୍କ କେତେ ପବିତ୍ର ସମ୍ପର୍କ ଥିଲା କିନ୍ତୁ ଆଜିର ଯୋଗରେ ଏହି ସମ୍ପର୍କ ରେ ପୁରା ପାପ ଭାରି ରହିଛି । ଆମେ କହିବା ର ଅର୍ଥ ଆମ ଓଡ଼ିଶା ରେ ଘଟିଥିବା ସେମିତି କିଛି ପାପ ସମ୍ପର୍କ ବିଷୟ ରେ କହିବୁ ।

 

ବନ୍ଧୁଗଣ ଆମ ଓଡ଼ିଶା ରେ ଏମିତି ଏକ ଘଟଣା ଘଟିଛି ଯାହାକି ଆମକୁ କହିବାକୁ ଖରାପ୍ ଲାଗିଲେ ବେ ଆମେ ଏଥିରେ ବର୍ଣ୍ଣନା କରୁଚୁ । ବନ୍ଧୁଗଣ ଓଡ଼ିଶା ରେ ଏକ କଲେଜ ର ପ୍ରିନ୍ସ ପାଲ୍ ଯେକି ତ ନିଜ କଲେଜ ର ଛାତ୍ରୀ ସାଙ୍ଗରେ ଖରାପ୍ ସମ୍ପର୍କ ରଖି ତାକୁ ବାର ଫୋନ୍ କରେ ଏବଂ ଖରାପ୍ କଥା କୁହେ । ତାହା ସହ ରଖିଥିବା ସେକ୍ସ ସମ୍ପର୍କ ବିଷୟ ରେ କୁହେ । ଏବଂ ଛାତ୍ରୀ ର ପରୀକ୍ଷା ଚାଲୁଥିବା ସମୟ ରେ ତାକୁ ଫୋନ କରି ତାକୁ ତା ପାଖକୁ ଯିବା ପାଇଁ କହେ ଏବଂ ତାହା ସହ ଏମିତି କଥା ହୁଏ ଯାହା ଆମେ କହିବା ଖରାପ୍ ହେବେ । ଆପଣ ଏହି ଭିଡିଓ ମାଧ୍ୟମ ରେ ସେ ରେକର୍ଡିଂ ଶୁଣି ପାରିବେ ।

ବନ୍ଧୁଗଣ ଆମେ ଏ ସଂପର୍କ କୁ କଣ କହିବ ଆପଣ ଙ୍କ ମତା ମତ । ଏଭଳି ଶିକ୍ଷକ ଏବଂ ଛାତ୍ରୀ ଆମ ସମାଜ ପାଇଁ କଳଙ୍କ । ଏମାନଙ୍କୁ କେବେ କ୍ଷମା କରିବା କଥା ନୁହଁ ଏଭଳି ଶିକ୍ଷକ କୁ ଛାତ୍ର ଆଉ ଛାତ୍ରୀ ଙ୍କ ଦ୍ଵାରା ଉତ୍ତମ ମଧ୍ୟମ ହେବା ଦରକାର ।

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *