ଶୁଣ ସୁର ଭାଇ ଙ୍କ ଗୀତ ଓ ଦେଖ କେମିତି ସୁର ଭାଇ ଗୀତରେ ହିରୋ ହେଇ ଅଭିନୟ କରୁଛନ୍ତି…..ଦେଖି ଚାଲ

ନମାସ୍କର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର କୁ ଆଜି ଆମେ ଦେଖିବା ସୁର ଭାଇ ଗାଇଥିବା ଗୀତ । ଆସନ୍ତୁ ଶୁଣିବା ପୂର୍ବରୁ ଏହି ଗୀତ ବିଷୟରେ ଜାଣିନେଵା….

ସୁର ରାଉତରାୟ ଓଡିଶା ର ଲଙ୍ଗଳା ଛୁଆ ବି ଚିହ୍ନତି ଓ ସୁର ଭାଇ ଙ୍କ ଡାଇଲଗ ରେ ହସି ହସି ଗାଡିଯାନ୍ତି । କିଛି ଦିନ ତଳେ ସୁର ଭାଇ ଗୋଟେ ଗାଇଥିଲେ ତାର ଟିକେ ଷ୍ଟୁଡିଓ ଝଲକ ପୁରା ସୋସିଆଲ ମିଡ଼ିଆ ରେ ହଲଚଲ କରିଥିଲା ଆଜି ଆସନ୍ତୁ ଦେଖିବା ଏହାର ସମ୍ପୂର୍ଣ ଭିଡ଼ିଓ ଏହି ଗୀତ ଟିକୁ ସୁର ଭାଇ, ଜ୍ୟୋତିର୍ମୟୀ, ବର୍ଣ୍ଣଳି ଗାଇଥିବା ବେଳେ ଜାପାନୀ ଭାଇ ସଙ୍ଗୀତ ରେ ସଜେଇ ଛନ୍ତି ଓ ଗୀତ ଲେଖିଛନ୍ତି ତପୁ ନାୟକ । ଏହି ଗୀତ ଜାପାନୀ ଭାଇଙ୍କ ଇଉଟୁବ ଚାନେଲ ଅରମାନ ମୁଜ଼ୀକ ରେ ରିଲିଜ଼ ହେଇଛି ଆସନ୍ତୁ ଶୁଣିବା ଏହି ଗୀତ ଓ ଶୁଣି ସରିଲା ପରେ ଗୋଟିଏ ସେୟାର କରିବା ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *