ଶେଷ ରେ ମୁହଁ ଖୋଲିଲେ ସଭ୍ୟସାଚୀ ଙ୍କ ପ୍ରଥମ ପତ୍ନୀ । ଅର୍ଚ୍ଚିତା ଙ୍କ ପାଇଁ ପ୍ରଥମ ପତ୍ନୀ ଙ୍କୁ ଛାଡି ଥିବାର ନେଇ ମିଳିଲା ସୂଚନା ।

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ବର୍ତ୍ତମାନ ସମୟରେ ସଭ୍ୟ ଙ୍କ ପ୍ରଥମ ପତ୍ନୀ ସୀମା ଙ୍କୁ କାହିଁକି ସଭ୍ୟ ଛାଡପତ୍ର ଦେଇଥିଲେ ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

ତେବେ ବର୍ତ୍ତମାନ ଓଡିଶା ରେ ସଭ୍ୟ ଏବଂ ଅର୍ଚ୍ଚିତା ଙ୍କ ବିବାହ କୁ ନେଇ ବହୁ ଚର୍ଚ୍ଚା ଜୋର ଧରିଛି । ଯାହାକୁ ନେଇ ସେମାନଙ୍କ ଫ୍ୟାନ ମାନେ ବହୁତ ଖୁସି ହୋଇଛନ୍ତି । ତେବେ ବୋହୁ ପୁରୁଣା ଦିନ ର ଦୁଇ ଯୋଡି ଙ୍କ ମିଳନ ରେ ସାରା ଓଡିଶା ର ସିନେଜଗତ ଖୁସି ଅଛନ୍ତି ।  ତେବେ ଏବେ ସାରା ଓଡିଶାରେ ସବ୍ୟ- ଅର୍ଚୀତାଙ୍କ ବାହାଘର ର ଚର୍ଚା ଯୋର ଧରିଥିବା ବେଳେ , ଏହା ମଧ୍ୟରେ ସବ୍ୟଙ୍କ କିଛି ନିନ୍ଦୁକ ଅନ୍ୟ ଏକ କାରଣକୁ ନେଇ ସବ୍ୟଙ୍କୁ ସମାଲୋଚନା କରିବା ଆରମ୍ଭ କରି ଦେଇଛନ୍ତି । 

ସବ୍ୟଙ୍କ ନୁଆ ବାହାଘର ଫଟୋ ସହିତ କିଛି ଲୋକ ତାଙ୍କ ପୁରୁଣା ବାହାଘରର ଫଟୋକୁ ଯୋଡି ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ତେବେ ଏହା ସହିତ ତାଙ୍କୁ ସମାଲୋଚନା ମଧ୍ୟ କରା ଜାଉଛି । ତେବେ ସଭ୍ୟ ଇଞ୍ଜିନିୟରିଙ୍ଗ କଲେଜ ରେ ପଢ଼ୁଥିବା ବେଳେ ତାଙ୍କ କଲେଜ ର ସାଙ୍ଗ ସୀମା ଙ୍କ  ସହ ତାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହା ପରେ ଦୁହ୍ନେ ବିବାହ କଲେ । କିନ୍ତୁ ମନ ନମିଶିବା କାରଣରୁ ଦୁହିଁ ଙ୍କ ମଧ୍ୟରେ ସବ ସମ୍ମତି କ୍ରମେ ପରସ୍ପର କୁ ଛାଡ଼ପତ୍ର  ଦେଇଥିଲେ । 

ଏହା ସେମାନଙ୍କର ବ୍ୟକ୍ତିଗତ ଜୀବନ , ତେଣୁ ଏଥିରେ ସାଧାରଣ ଜନତା ମୁଣ୍ଡ ପୁରାଇ ସେମାନଙ୍କୁ ସମାଲୋଚନା କରିବା କୌଣସି ମତରେ ବି ଠିକ ନୁହେଁ । ସମସ୍ତେ ଜାଣନ୍ତି ଯେ ସବ୍ୟ ଜଣେ ମହାନ ବ୍ୟକ୍ତିତ୍ୱ । ଅତୀତରେ ଘଟିଥିବା କିଛି ସାଧାରଣ ଭୁଲ ପାଇଁ ତାଙ୍କୁ ସମାଲୋଚନା କରିବା ଜମାବି ଠିକ ନୁହେଁ । ଆମେ ସବ୍ୟ-ଅର୍ଚୀତାଙ୍କୁ ତାଙ୍କ ନୁଆ ଜୀବନର ଶୁଭେଛ୍ଛା ଜଣାଇବା ସହିତ ତାଙ୍କର ଦୀର୍ଘ ଜୀବନ କାମନା କରୁଅଛୁ । ଏହି ନୁଆ ଜୋଡିଙ୍କ ପାଇଁ ଗୋଟିଏ ଲାଇକ ନିଶ୍ଚୟ କରି ଦିଅନ୍ତୁ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *