ଶେଷ ରେ ମୁହଁ ଖୋଲିଲେ ସଭ୍ୟସାଚୀ । ଓଡ଼ିଶା ବାସୀ ଙ୍କୁ ଜଣାଇଲେ ପ୍ରଥମ ପତ୍ନୀ ଙ୍କ ଠାରୁ ଅଲଗା ହେବାର କାରଣ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ପ୍ରଥମ ସ୍ତ୍ରୀ ଙ୍କୁ କାହିଁକି ଛାଡପତ୍ର ଦେଇଥିଲେ ସଭ୍ୟ ଏବଂ ତାଙ୍କ ଵାହାଘର ର ପ୍ରକୃତ ସତ୍ୟ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବର୍ତ୍ତମାନ ଓଡିଶା ରେ ସଭ୍ୟ ଏବଂ ଅର୍ଚ୍ଚିତା ଙ୍କ ବିବାହ କୁ ନେଇ ବହୁ ଚର୍ଚ୍ଚା ଜୋର ଧରିଛି । ଯାହାକୁ ନେଇ ସେମାନଙ୍କ ଫ୍ୟାନ ମାନେ ବହୁତ ଖୁସି ହୋଇଛନ୍ତି । ତେବେ ବୋହୁ ପୁରୁଣା ଦିନ ର ଦୁଇ ଯୋଡି ଙ୍କ ମିଳନ ରେ ସାରା ଓଡିଶା ର ସିନେ ଜଗତ ଖୁସି ଅଛନ୍ତି ।  ତେବେ ଏବେ ସାରା ଓଡିଶାରେ ସବ୍ୟ- ଅର୍ଚୀତାଙ୍କ ବାହାଘରର ଚର୍ଚା ଯୋର ଧରିଥିବା ବେଳେ , ଏହା ମଧ୍ୟରେ ସବ୍ୟଙ୍କ କିଛି ନିନ୍ଦୁକ ଅନ୍ୟ ଏକ କାରଣକୁ ନେଇ ସବ୍ୟଙ୍କୁ ସମା ଲୋଚନା କରିବା ଆରମ୍ଭ କରି ଦେଇଛନ୍ତି । 

 

ସବ୍ୟଙ୍କ ନୁଆ ବାହାଘର ଫଟୋ ସହିତ କିଛି ଲୋକ ତାଙ୍କ ପୁରୁଣା ବାହାଘରର ଫଟୋକୁ ଯୋଡି ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ତେବେ ଏହା ସହିତ ତାଙ୍କୁ ସମାଲୋଚନା ମଧ୍ୟ କରା ଜାଉଛି । ତେବେ ଆମେ କହି ରଖିବୁ ଯେ , ଏବେ ସୋସିଆଲ ମିଡିଆରେ ସବ୍ୟଙ୍କର ଯେଉଁ ପୁରୁଣା ବାହାଘର ଫଟୋ ଘୁରି ବୁଲୁଛି ସେ ତାଙ୍କ ବାହାଘରର ଫଟୋ ନୁହେଁ ବରଂ ତାଙ୍କର ଏକ ଚଳଚିତ୍ରର ଅଂଶ , ଯାହାକି ଏବେ ଭାଇରାଲ ହେଉଛି ।ତେବେ ସବ୍ୟଙ୍କ ପୁର୍ବ ବାହଘରର କଣ ପାଇଁ ଭାଙ୍ଗି ଜାଇଥିଲା , ଏବଂ ପରସ୍ପରକୁ ସେମାନେ ଛାଡପତ୍ର ଦେଇଥିଲେ ତାହା ଏବେ ଯାଏ ସ୍ପଷ୍ଟ ହୋଇ ନାହିଁ । 

ଏହା ସେମାନଙ୍କର ବ୍ୟକ୍ତିଗତ ଜୀବନ , ତେଣୁ ଏଥିରେ ସାଧାରଣ ଜନତା ମୁଣ୍ଡ ପୁରାଇ ସେମାନଙ୍କୁ ସମାଲୋଚନା କରିବା କୌଣସି ମତରେ ବି ଠିକ ନୁହେଁ । ସମସ୍ତେ ଜାଣନ୍ତି ଯେ ସବ୍ୟ ଜଣେ ମହାନ ବ୍ୟକ୍ତିତ୍ୱ । ଅତୀତରେ ଘଟିଥିବା କିଛି ସାଧାରଣ ଭୁଲ ପାଇଁ ତାଙ୍କୁ ସମାଲୋଚନା କରିବା ଜମାବି ଠିକ ନୁହେଁ । ଆମେ ସବ୍ୟ-ଅର୍ଚୀତାଙ୍କୁ ତାଙ୍କ ନୁଆ ଜୀବନର ଶୁଭେଛ୍ଛା ଜଣାଇବା ସହିତ ତାଙ୍କର ଦୀର୍ଘ ଜୀବନ କାମନା କରୁଅଛୁ । ଏହି ନୁଆ ଜୋଡିଙ୍କ ପାଇଁ ଗୋଟିଏ ଲାଇକ ନିଶ୍ଚୟ କରି ଦିଅନ୍ତୁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *