ଶେଷ ରେ ଶିବ ଶୁଣିଲେ ଏହି ଗୋଟିଏ ରାଶି ଦୁଃଖ । ବିନା ପୂଜା ରେ ପୂର୍ଣ୍ଣ କରିବେ ସମସ୍ତ ମନ ସ୍କାମନା …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଶିବ କେଉଁ ରାଶି ଉପରେ ନିଜର କୃପା ଦୃଷ୍ଟି ବୃଷ୍ଟି କରୁଛନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଭଗବାନ ଶିବ ଅଳ୍ପ ର୍ସନ୍ତୁଷ୍ଟ ହୁଅନ୍ତି ସେଥିପାଇଁ ତାଙ୍କୁ ଆଶୁତୋଷ କୁହାଯାଏ । ତେବେ ଭଗବାନ ଶିବ ଙ୍କ ର ନିଜସ୍ୱ ଏକ ରାଶି ଅଛି ଯାହା ଶିବ ଙ୍କ ର ଭାରି ପ୍ରିୟ । ତେବେ ବର୍ତ୍ତମାନ ର ଗ୍ରହ ନକ୍ଷତ୍ର ମାନଙ୍କ ଚଳଣି ଅନୁସାରେ ଶିବ 3ହି ରାଶି ଉପରେ ନିଜର କୃପା ଦୃଷ୍ଟି ପକାଇ ଛନ୍ତି । ତେବେ ଏହି ରାଶି ନିଜ କାର୍ଯ୍ୟ କରିବା ସହିତ ଏହି ରାଶିର ସମସ୍ତ ମନସ୍କାମନା ପୁର୍ଣ କରିବାକୁ ଯାଇଛନ୍ତି। ତେବେ ଏହି ରାଶି ଟି ହେଉଛି କନ୍ୟା ରାଶି।

 

କନ୍ୟା- ଏହି ରାଶିର ଭାଗ୍ୟ ଖୋଲିବାକୁ ଯାଉଛି । ଶିବ ଙ୍କ ର ଅପାର କୃପା ଲାଭ କରିବେ । ସବୁ କାର୍ଯ୍ୟ ସଫଳ ହେବା ସହ ବିଦ୍ୟାର୍ଥୀ ମାନଙ୍କ ପାଠ ପଢା ରେ ଭଲ ହେବ । ବ୍ୟବସାୟ କରୁଥିଲେ ସଫଳତା ପାଇବେ ।ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ସଫଳତା ସହ ସମସ୍ତ କାର୍ଯ୍ୟ ସମାପନ ହେବ ।ଆପଣଙ୍କ ଦୁଃଖ ଦୁର୍ଦ୍ଦଶା ଦିନ ସମାପ୍ତ ହେଲା ବୋଲି ଜାଣନ୍ତୁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *