ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଶ୍ରୀକୁଷ୍ଠ କହିଥିବା କଳିଯୁଗ ରେ ସବୁଠାରୁ ଶକ୍ତିଶାଳୀ ରାଶି ମାନଙ୍କ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ଏହି କଥା କୁ ସବୁ ଲୋକ ମାନେ ଜାଣିଛନ୍ତି କି ଗ୍ରହ ଗୁଡକ ଯେତେ ବେଳେ ଗତି ପଥ ପରିବର୍ତନ କରନ୍ତି ସେହି ସମୟ ରେ ତାହାର ପ୍ରଭାବ ଆମ ଜିବନ ଶୈଳି ଉପରେ ପ଼଼ଡେ ଏହା ପ୍ରଭାବ ରେ ଜିବନ ର ଗତି ପଥ ବି ପରିବର୍ତନ ହୋଇ ଥାଏ । ଗ୍ରହ ର ପ୍ରଭାବ କିଛି ଲୋକ ମାନଙ୍କ ପାଇଁ ଶୁଭ ହୋଇ ଥାଏ ତ ଏବଂ କିଛି ମଣିଷ ଙ୍କ ପାଇଁ ଦୁଖଃ ନେଇ କରି ଆସିଥାଏ ।
ବହୁତ ଲୋକ ମାନେ ଗ୍ରହ ଏବଂ ନକ୍ଷେତ୍ର ଉପରେ ବହୁତ କିଛି ଗବେଶଣା କରି ଥାନ୍ତି, ଏହି ଗବେଶଣା ଫଳ ରେ ଆମଖୁ ବହୁତ କିଛି ତଥ୍ୟ ଜାଣିବା ପାଇଁ ମିଳେ ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶି ମାନେ ରହିଛନ୍ତି ଏହି କଳିଯୁଗ ରେ ଯେଉଁ ମାନେ ସର୍ବ ଶ୍ରେଷ୍ଠ ହୋଇଥାନ୍ତି। ଯାହାଙ୍କ ଉପରେ ଭଗବାନ ଶ୍ରୀକୃଷ୍ଣ ଙ୍କ ଆଶ୍ରିବାଦ ରହିଅଛି । ତେବେ ସେହି ୪ ଟି ଶକ୍ତିଶାଳୀ ରାଶି ମାନଙ୍କ ବିଷୟରେ ଆମ୍ଭେ କହିବାକୁ ଯାଉଛୁ ।
(୧) ମେଷ- ଏହି ରାଶିରେ ବ୍ୟକ୍ତି ମାନଙ୍କର ସମ୍ପର୍କ ମଜବୁତ ରହିବ ଓ ଧାର୍ମିକ ଯାତ୍ରା କରି ପାରନ୍ତି l ସବୁବେଳେ ଅନ୍ୟ କୁ ସାହାଯ୍ୟ କରନ୍ତୁ ଆହୁରି ସୁଖ ସଂବୃଦ୍ଧି ରେ ବୃଦ୍ଧି ଘଟିବ ।
(୨) କନ୍ୟା- ଏହି ରାଶି ମାନଙ୍କ ଭାଗ୍ୟ ରେ ଏକ ନୂତନ ଭାବେ ପରିବର୍ତ୍ତନ ଦେଖା ଦେବ । ଶରୀର ମନ ଆଶା ସବୁ ଦୃଢ଼ ରହିବା ସହ । ସମସ୍ତ କାର୍ଯ୍ୟ ରେ ସିଦ୍ଧି ଲାଭ କରିବେ ।
(୩) ଧନୁ- ଏହି ରାଶିର ଲୋକ ମାନେ ନିଜର ଜୀବନ ସାଥି ସହିତ କାଟିବେ ଓ ଅଭିଵାହିତ ଥିଲେ ମାତା ପିତା ସହିତ ସମୟ କାଟିବେ l ଓ ନିଜ ର ଏକ ସୌତନ୍ତ୍ର ଏକ କମ୍ପାନୀ ପ୍ରତିଷ୍ଠା କରିବେ ।
(୪) ମୀନ- ସତରେ ଭାଗ୍ୟ ତ ସବୁଠାରୁ ମୀନ ରାଶି ର ଖୋଲିବାକୁ ଯାଉଛି । ଯାହା ଫଳରେ ସେ କୋଟିପତି ହେବା ସହ । ମାନ ବୃଦ୍ଧି ହେବ । ଲୋକ ସମ୍ପର୍କ ରେ ବୃଦ୍ଧି ଘଟିବ । ସବୁଠାରୁ ଏକ ବଡ଼ କାମ ଆପଣଙ୍କର ସମାପନ ହେବ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।