ଶ୍ରୀକୃଷ୍ଣ ଙ୍କ କହିବା ଅନୁସାରେ ଏହି ଗୁଣ ଥିବା ମଣିଷ ଜୀବନରେ କେବେ ଧନୀ ହୋଇପାରନ୍ତି ନାହିଁ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଶ୍ରୀକୃଷ୍ଣ ଙ୍କ କିଛି ବାଣୀ ବିଷୟରେ ,ଯାହା ମଣିଷ ଠାରେ ଥିଲେ ସେ ଜୀବନରେ କେବେ ଧନୀ ହୋଇପାରିବ ନାହିଁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆଆଁ ମାନେ ତ ଶ୍ରୀକୃଷ୍ଣ ଙ୍କୁ ଭଲ ଭାବେ ଜାଣିଥିବେ । ତେବେ ତାଙ୍କର ମୁଖ ନିସୃତ ଵାଣୀ କୁଆଁସି ବେଦ ଠାରୁ କମ ହୋଇ ନଥାଏ । ତେବେ ଏଭଳି ସ୍ଥଳେ କିଛି ଲୋକ ଙ୍କ ବିଷୟରେ ଶ୍ରୀକୃଷ୍ଣ କହିଛନ୍ତି । ଏହି ପ୍ରକୃତି ବ ଏହି କାର୍ଯ୍ୟ କରୁଥିବା ଲୋକ ଜୀବନରେ କେବେ ଧନୀ ହୋଇପାରିବ ନାହିଁ । ତେବେ ଆସନ୍ତୁ ଜାଣିବା ସେହି ପ୍ରକୃତି ର ଲୋକ ମାନଙ୍କ ବିଷୟରେ । 

 

ପ୍ରଥମେ ଯେଉଁ ଲୋକ ମାନେ ଆଳସ୍ୟ ର ବସବର୍ତା ହୋଇ ସାରିଲେଣି ଅର୍ଥାତ ଯେଉଁ ମାନେ କାର୍ଯ୍ୟ ନକରି ଖାଇବାକୁ ଇଛା କରୁଥିବା ବ୍ୟକ୍ତି କେବେହେଲେ ଧନୀ ହୋଇ ପାରିବ ନାହିଁ । ଯେଉଁ ବ୍ୟକ୍ତି କାର୍ଯ୍ୟ କୁ ସୁଚାର ରୂପେ ନ କରି ବାହାନା କରୁଥିବା ବ୍ୟକ୍ତି । କେବେବି ଜୀବନରେ ଧନୀ ହୋଇପାରିବ ନାହିଁ । ତେବେ ତୃତୀୟ ରେ ଯେଉଁ ବ୍ୟକ୍ତି ଯେଉଁ କାମ ବି କରୁ କୌଣସି କାମ ରେ ନିଜକୁ ସନ୍ତୁଷ୍ଟି ନ କରୁଥିବା ବ୍ୟକ୍ତି । ଜୀବନରେ କେବେ ଧନୀ ହୋଇପାରିବ ନାହିଁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *