ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ । କିପରି ଆପଣ ଯଦି ସକାଳୁ ଭୁଲ ରେ ଦେଖନ୍ତୁ ନାହିଁ ଏହି ଜିନିଷ ନହେଲେ ଦିନ ଯାକ ଆପଣ ଦୁଃଖ ଅନୁଭବ କରିପାରନ୍ତି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
କୁହାଯାଏ କି ଯଦି ଆରମ୍ଭ ଶୁଭ ହୋଇଥାଏ ତେବେ ଶେଷ ଶୁଭ ହୋଇଥାଏ । ସେହିଭଳି ଯଦି ଆପଣଙ୍କ ସକାଳ ଖୁସି ରେ ଆରମ୍ଭ ହୋଇଥାଏ ତେବେ ଦିନଟି ଖୁସି ଖୁସି ରେ ଅତିବାହିତ ହୋଇଯାଏ । ଯଦି ଆରମ୍ଭ ଦୁଃଖ କିମ୍ବା ଅଶୁଭ ହୋଇଥାଏ ତେବେ ଦିନଟି ଅଶୁଭ ହେବା ସହ ଦିନ ଯାକ ଆପ ଦୁଃଖ ପ୍ରାପ୍ତି କରିଥାନ୍ତି ।
ମନ ଭଲ ରୁହେ ନାହିଁ ।ତେବେ ଆସନ୍ତୁ ଆମ୍ଭେ ଆପଣଙ୍କୁ କହିବାକୁ ଯାଉଛୁ ସକାଳୁ କେଉଁ ସବୁ ଭୁଲ ନ କଲେ ଆପଣଙ୍କ ଦିନ ଯାକ ଖୁସି ରେ ଦିନଟି ଅତିବାହିତ ହୋଇଯିବ ।
୧-ସକାଳେ ଉଠିବା ପରେ ଆପଣ କେବେ ହେଲେ କଳିଝଗଡା ହେଉଥିବା ସ୍ଥାନ କୁ ଯାଆନ୍ତୁ ନାହିଁ କିମ୍ବା ଏହି ଦୃଶ୍ୟ କୁ ମଧ୍ୟ ଦେଖନ୍ତୁ ନାହିଁ । କିମ୍ବା କଳି ଝଗଡା କରନ୍ତୁ ନାହିଁ ।ଏହା ଦ୍ୱାରା ଆପଣଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ ।
୨- ସକାଳେ ଉଠିବା ମାତ୍ରେ କେବେହେଲେ ଓଲଟା ଚପଲ କିମ୍ବା କୌଣସି ଧାରୁଆ ଜିନିଷ କୁ ଦେଖନ୍ତୁ ନାହିଁ ।ଏହିସବୁ ଜିନିଷ କୁ ଦେଖିବା ଦ୍ବାରା ଆପଣଙ୍କ ର ଶରୀର ଅସୁସ୍ତ ହୋଇଥାଏ । ତେଣୁ କେବେହେଲେ ସକାଳେ ଏସବୁ ଜିନିଷ ଦେଖନ୍ତୁ ନାହିଁ ।
୩- ସକାଳେ ଉଠିବା ମାତ୍ରେ ଆପଣ ଭୁଲରେ ବି ଅଇଁଠା ବାସନ କୁ ଦେଖନ୍ତୁ ନାହିଁ । ଏହାକୁ ଦେଖିବା ଫଳରେ ଆପଣଙ୍କ ଉପରେ ମା ଲକ୍ଷ୍ମୀ ଙ୍କର କୁଦୃଷ୍ଟି ପଡିଥାଏ ।ଏବଂ ଆପଣଙ୍କ ପରିବାରରେ ଦାରିଦ୍ର୍ୟତା କରିଦିଏ ।
୪- ସକାଳେ ଉଠିବା ମାତ୍ର କେବେହେଲେ ଚରିତ୍ରହୀନ ନାରୀ ଙ୍କର ମୁହଁ କୁ ଦେଖନ୍ତୁ ନାହିଁ ଏହା ଆପଣଙ୍କ ର ସମ୍ପୂର୍ଣ୍ଣ ଦିନ ଟୀକୁ ବର୍ବାଦ କରିଦେବ । ଯଦି ସମ୍ଭବ ତେବେ ନିଜର ବାପା ମା ବା ଭଗବାନ ଙ୍କର ମୁହଁକୁ ଦର୍ଶନ କରନ୍ତୁ ଏହା ଦ୍ୱାରା ଆପଣଙ୍କ ର ଦିନ ବହୁତ ଭଲରେ କଟିବ ।
୫- ସକାଳୁ କେବେହେଲେ ବିଧବା ସ୍ତ୍ରୀ ଲୋକ ର ମୁହଁକୁ ଦେଖନ୍ତୁ ନାହିଁ । ଏହା ଆପଣଙ୍କ ମାନସିକ ଅବସାଦ ର କାରଣ ହୋଇଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।