ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ଆପଣ ସକାଳୁ ଉଠି ଏହି ଭୁଲ କରନ୍ତୁ ନାହିଁ । ଯଦି କରନ୍ତି ତେବେ ଆପଣଙ୍କ ହୋଇପାରେ ଏହି ସବୁ ଅସୁବିଧା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ମଣିଷ ଯିବନ ରେ ସୂର୍ଯ୍ୟ ର ଆରମ୍ଭ ରୁ ହିଁ ମଣିଷ ଏକ ନୂତନ ଦିନ ତଥା ନୂତନ ଜୀବନ ର ଆରମ୍ଭ କରିଥାଏ । ତେବେ ସେହି ନୂତନ ଜୀବନ ର ଆରମ୍ଭ ଯଦି କୌଣସି ଖରାପ ଭାବେ ହୋଇଥାଏ ତେବେ ଆପଣଙ୍କ ସେହି ନୂତନ ଦିନଟି ନଷ୍ଟ ହୋଇଯିବ । ତେବେ ଆସନ୍ତୁ ଯାଣିବା ସକାଳୁ ଉଠି ଏହି ଭୁଲ କେବେ କରନ୍ତୁ ନାହିଁ । ତେବେ ପ୍ରଥମ (୧) ଆପଣ ସକାଳୁ ଉଠି କେବେହେଲେ କୌଣସି ନଷ୍ଟ ଚରିତ୍ର ର ନାରୀ ଙ୍କୁ ଦର୍ଶନ କରନ୍ତୁ ନାହିଁ ।
(୨) ତେବେ ସକାଳୁ ଉଠି କେବେହେଲେ କୌଣସି ନେଗେଟିଭ ଲୋକ ଯେଉଁ ମାନଙ୍କ ମୁହଁ ଦେଖିଲେ ଦିନଟି ଅସୁବିଧା ରେ ଯିବ ସେହିଭଳି ଲୋକଙ୍କ ମୁହଁ କେବେ ଦେଖନ୍ତୁ ନାହିଁ । (୩) ତୃତୀୟ ରେ କେବେହେଲେ ସକାଳୁ ଉଠି ନିଜ ମୁହଁ କୁ ଆଇନା ରେ ଦେଖନ୍ତୁ ନାହିଁ ।ଯଦି ଆପଣ ଏହି ସବୁ ଭୁଲ କରନ୍ତି ତେବେ ଆପଣଙ୍କ ଦିନଟି ସମ୍ପୂର୍ଣ୍ଣ ନଷ୍ଟ ଏବଂ ଖରାପ ହୋଇଯିବ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।