ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଭାରତୀୟ କ୍ରିକେଟ ର କିମ୍ବଦନ୍ତୀ ଖେଳାଳି ସଚୀନ ତେନ୍ଦୁଲକର ଙ୍କ ପୁଅ ଅର୍ଜୁନ ଙ୍କ ପାଇଁ ଖୋଲିଛି ipl ର ଗେଟ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଆପଣଙ୍କୁ କହିଦେବାକୁ ଯାଉଛି ଅର୍ଜୁନ ହେଉଛନ୍ତି ସଚିନ ଙ୍କ ପୁତ୍ର । ସେ ଦୀର୍ଘ ଦିନ ଧରି ନିଜ ର ପ୍ରଦର୍ଶନ ଯୋଗୁଁ ଚର୍ଚ୍ଚିତ ହୋଇ ଆସୁଥିଲେ । ଏବେ ତାଙ୍କ ପୁତ୍ର ଚର୍ଚ୍ଚା ର ପାତ୍ର ପାଲଟିଛନ୍ତି । ସେ କିଛିଦିନ ତଳେ ସହିଦ ମୁସ୍ତାକ ଅଲି ଟ୍ରଫି ରେ ହରିୟାଣା ଏବଂ ମୁମ୍ବାଇ ପକ୍ଷରୁ ଖେଳାଯାଇଥିବା ମ୍ୟାଚ ରେ ପ୍ରଥମେ ବ୍ୟାଟିଂ ପାଇଁ ଆସିଥିଲେ । କିନ୍ତୁ ଦୁର୍ଭାଗ୍ୟ ବଶତଃ ସେ ବ୍ୟାଟିଂ ନ ପାଇ ଫେରି ଯାଇଥିଲେ ।
କିନ୍ତୁ ପରବର୍ତ୍ତୀ ସମୟରେ ସେ ୩ ଉଭର ବୋଲିଂ କରି ୩ ୱିକେଟ ନେଇ ଥିଲେ । ସେ ମାତ୍ର ୩୪ ରନ ଦେଇଥିଲେ । ଯାହା ତାଙ୍କ ଭାଗ୍ୟ ପରିବର୍ତ୍ତନ କରିଦେଇଥିଲା । ଯାହା ଫଳରେ ତାଙ୍କର ଏହି ପ୍ରଦର୍ଶନ ପାଇଁ ipl ରେ ତାଙ୍କ ପାଇଁ ଦୁଆର ଖୋଲିଯାଇଥିଲା । ତେବେ ଦେଖାଯାଉ ସେ ipl ରେ କେଉଁ ଦଳ ତରଫରୁ ଖେଳୁଛନ୍ତି ଆଉ କିଭଳି ପ୍ରଦର୍ଶନ କରିଛନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।