ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସଚିନ ଙ୍କ ମନ୍ତବ୍ୟ ବିଷୟ ରେ ଯେଉଁଥିରେ ସେ କୋହଲି ଙ୍କ ପରେ ଭାରତୀୟ ଦଳ ର ଅଧିନାୟକ କିଏ ହେବ ତାକୁ ନେଇ ଚର୍ଚ୍ଚା କରିଛନ୍ତି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ବର୍ତ୍ତମାନ ଭାରତ ଦଳ ର ଅଧିନାୟକ ଭାବେ ବିରାଟ କୋହଲି ବିରାଜ ମାନ ହୋଇଛନ୍ତି । ସେହିଭଳି ସ୍ଥଳେ କିଛି ଦିନ ତଳେ ରୋହିତ ଏବଂ କୋହଲି ଙ୍କ ମଧ୍ୟରେ କିଏ ଟି-୨୦ ଦଳ ର ଅଧିନାୟକ ହେବ ତାକୁ ନେଇ ବିବାଦ ର ଆରମ୍ଭ ହୋଇଥିଲା । ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଟି-20 ଏବଂ ODI ସିରିଜ୍ ଶେଷ ହୋଇଛି ଏବଂ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି ।
ଦୁଇ ଦଳ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ 17 ଡିସେମ୍ବରରୁ ଆଡିଲେଡରେ ଖେଳାଯିବ। ଏହି ମ୍ୟାଚ୍ ପରେ ଦଳର ଅଧିନାୟକ ବିରାଟ କୋହଲି ଭାରତକୁ ଫେରି ଆସିବେ। ଏହା କୁ ନେଇ ସଚିନ ତେନ୍ଦୁଲକର ବିରାଟ ଙ୍କ ଫେରିବା କୁ ନେଇ ଏକ ମତ ବ୍ୟକ୍ତ କରିଛନ୍ତି ।
ତାଙ୍କ କହିବା ଅନୁସାରେ “ସେ ବିଶ୍ୱାସ କରନ୍ତି ଯେ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ଭାରତ ଉପରେ ପ୍ରଭାବ ପକାଇବ ନାହିଁ। ବରଂ ଏହା ଯୁବା ଖେଳାଳିଙ୍କ ପାଇଁ ଏକ ବଡ଼ ସୁଯୋଗ ହେବ। ବିରାଟ ଯିବା ପରେ ରିଷଭ ପନ୍ତ ତାଙ୍କ ସ୍ଥାନ ନେବେ ବୋଲି ସଚିନ କହିଛନ୍ତି।” ଯାହା ଏବେ ଚର୍ଚ୍ଚା ପାଲଟି ଯାଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।