ସପିଙ୍ଗ ମଲ ର ଚେଞ୍ଜିଙ୍ଗ ରୁମ ରେ ଡ୍ରେସ ଚେଞ୍ଜ କରୁଥିଲେ ହୋଇଯାଅନ୍ତୁ ସତର୍କ । ଉଠିପାରେ ଆପଣଙ୍କ ଫୋଟୋ ହୋଇପାରେ ଭାଇରାଲ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସପିଙ୍ଗ ମଲ ରେ ଚେଞ୍ଜିଙ୍ଗ ରୁମ ରେ ଡ୍ରେସ ଚେଞ୍ଜ କରୁଥିଲେ ହୋଇଯାଅନ୍ତୁ ସତର୍କ ସେ ବିଷୟରେ ଆମ୍ଭେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପପ୍ନ ମାନେ ତ ଆଗରୁ ଶୁଣିଥିବେ କି ଚେଞ୍ଜିଙ୍ଗ ରୁମ ରେ କିଭଳି ଭାବେ ସିସିଟିଭି ସବୁ ଧରା ପଡୁଥିଲା । ଯାହା ଧରା ପଡିବା ପରେ ସେହି ମଲ କିଛି ଦିନ ପାଇଁ ବନ୍ଦ ହେବା ସହ ସେହି ମହିଳା କୁ କିଛି ଆର୍ଥିକ ସହାୟକ ତଥା ସେହି ମଲ କୁ ଫାଇନ ଦେବାକୁ ମଧ୍ୟ ପଡୁଥିଲା । ତେବେ ସେହି ଭଳି ଏକ ଘଟଣା ଓଡ଼ିଶାର କେଉଁଝର ଜିଲ୍ଲା ରେ ଏକ ମଲ ରେ ଦେଖିବାକୁ ମିଳିଛି ।

 

ତେବେ ସେହି ମଲ ରେ ଜଣେ ଝିଅ ନିଜର ଡ୍ରେସ ଚେଞ୍ଜ କରୁଥିବା ବେଳେ ପାଖ ରେ ଥିବା ଆଉ ଏକ ଚେଞ୍ଜିଙ୍ଗ ରୁମ ରେ ଜଣେ ଯୁବକ ଥିବାର ସେହି ଝିଅ ଜଣକ ସନ୍ଦେହ କଲେ । ତେବେ ସେ ୨-୩ ଥର ନିଜ ମନ ପସନ୍ଦ ଡ୍ରେସ କୁ ପିନ୍ଧି ଚେକ କରୁଥିଲେ କିନ୍ତୁ ଚତୁର୍ଥ ବେଳ କୁ ଝିଅ ଜଣକ ସେହି ଯୁବକ କୁ ତାଙ୍କ ଚେଞ୍ଜି ରୁମ ର ଉପ୍ର ଫାଙ୍କ ଦେଇ ନିଜର ମୋବାଇଲ ପୁରେଇ କ୍ୟାମେରା ରେ ଫୋଟୋ ଉଠାଉ ଥିବାର ଦେଖି ନେଇଥିଲେ । 

 

ଯାହା ଫଳରେ ସେହି ଝିଅ ଜଣକ ଟାଉନ ଥାନା ରେ କେସ କରିବା ସହ ସେହି ମଲ ମାଲିକ ଏବଂ ସେହି ଯୁବକ ଙ୍କୁ ଅଟକ ରଖିଛନ୍ତି । ସେଥିପାଇଁ ଆପଣ ମାନଙ୍କୁ ଅନୁରୋଧ ଡ୍ରେସିଂ ରୁମ ରେ ଡ୍ରେସ ଚେଞ୍ଜ କରିବା ପୂର୍ବରୁ ପ୍ରଥମେ ସେହି ସ୍ଥାନ କୁ ଭଲ ଭାବେ ଦେଖି ନିଅନ୍ତୁ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *