ସବନମ ଙ୍କ ପରେ ଏହି ୩ ଜଣ ମହିଳା ପାଇବେ ଫାଶୀ । ଏହି ମହିଳା ଙ୍କ ବିଷୟରେ ଜାଣିଲେ ଆପଣ ଆଶ୍ଚଯ୍ୟ ହୋଇଯିବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଏଭଳି ୩ ଜଣ ମହିଳା ଙ୍କ ବିଷୟରେ ଯେଉଁ ମାନେ ଏଭଳି ଜଂଘନ୍ୟ କାଣ୍ଡ କରିଥିଲେ ଯାହା ପାଇଁ ସେ ଫାସୀ ପାଇବାକୁ ଯାଉଛନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ସେହି ୩ ଜଣ ଙ୍କ ମଧ୍ୟରୁ ପ୍ରଥମ ୨ ଜଣ ହେଲେ ଦୁଇ ଭଉଣୀ । ତେବେ ରେଣୁକା ଏବଂ ସୀମା ତାଙ୍କ ମା ଅଞ୍ଜନା ଗାବିଦ ଙ୍କ ଶହ ମିଶି ୧୯୯୦-୧୯୯୬ ମସିହା ମଧ୍ୟରେ ୪୩ ରୁ ଅଧିକ ଛୁଆ ଚୋରି କରି ସେମାନଙ୍କ ହତ୍ୟା କରିବା ଅଭିଯୋଗ ରେ ଜେଲ ଯାଇଥିଲେ । ତେବେ ସେମାନଙ୍କୁ କୋର୍ଟ ଫାଶୀ ଦଣ୍ଡ ରେ ଦଣ୍ଡିତ କରିଥିଲେ । ତେବେ ସେମାନଙ୍କ ମଧ୍ୟରୁ ତାଙ୍କ ମା ଅଞ୍ଜନା ୧୯୯୮ ରେ ସେହି ଜେଲ ରେ ହିଁ ପ୍ରାଣ ହରାଇଥିଲେ । 

 

ତେବେ ଏହା ପରେ ପରେ ତୃତୀୟ ଅଭିଯୁକ୍ତ ହେଉଛନ୍ତି ସୋନିଆ ତେବେ ଏହି ମହିଳା ଜଣକ ହରିୟାଣା ର ଅଟନ୍ତି । ତେବେ ଏହି ମହିଳା ଜଣକ ନିଜ ସ୍ୱାମୀ ସଞ୍ଜୟ ଙ୍କ ଶହ ମିଶି ନିଜ ପିତା ରେଣୁରାମ ନ୍କ ସମେତ ପରିବାର ର ୮ ଜଣ ସଦସ୍ୟ ଙ୍କୁ ବହୁ ନିର୍ମମ ଭାବେ ହତ୍ୟା କରି ଦେଇଥିଲେ । ସେଥିପାଇଁ ତ ସୋନିଆ ଙ୍କୁ କୋର୍ଟ ଫାଶୀ ଦଣ୍ଡ ରେ ଦଣ୍ଡିତ କରିଥିଲେ । ତେବେ ଏହି ତିନି ଜଣ ମହିଳା ହେଉଛନ୍ତି ସ୍ବାଧୀନତା ପରର ଏଭଳି ୩ ଜଣ ମହିଳା ଯିଏକି ଫାଶୀ ପାଇବାକୁ ଯାଉଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *