ସବ୍ୟସାଚୀ କେତେ ଟଙ୍କା ଡିମାଣ୍ଡ ନେଲେ ଅର୍ଚ୍ଚିତା ଙ୍କ ପାଖରୁ ଜାଣନ୍ତୁ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସଭ୍ୟ ଏବଂ ଅର୍ଚ୍ଚିତା ଙ୍କ ରାଜସ୍ଥାନ ର ଏକ ବିଳାସମୟ ହୋଟେଲ ରେ ହେବାକୁ ଥିବା ବାହାଘର ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ତେବେ ସଭ୍ୟସାଚୀ ଏବଂ ଅର୍ଚ୍ଚିତା ଓଲିଉଡ ବହୁ ଚର୍ଚ୍ଚିତ ହିଟ ଯୋଡି ମାନଙ୍କ ମଧ୍ୟରୁ ଅନ୍ୟତମ । ତେବେ ଦୁହି ଜଣକ ବିବାହ କୁ ନେଇ ଲାଗିଥିବା କଳ୍ପନା ଜଳ୍ପନା ର ଅନ୍ତଃ ଘଟିଛି । ଦୁହିଁ ଜଣ ପରସ୍ପର କୁ ରାଜସ୍ଥାନ ର ଏକ ବିଳାସ ପୂର୍ଣ୍ଣ ହୋଟେଲ ରେ ବିବାହ ସମାପ୍ତ ହୋଇଛି । ତେବେ ଆର ମାସ ରେ ହାଇଲାଇଟ ନକରି ଯାହା  କରାଯାଇଥିଲା ନିର୍ବନ୍ଧ ।

ସବ୍ୟସାଚୀ ଓ ଅର୍ଚ୍ଚିତା ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ ସେଇଥି ପାଇଁ ସବ୍ୟସାଚୀ ଅର୍ଚ୍ଚିତା ଙ୍କୁ କୌଣସି ଡିମାଣ୍ଡ ନେଇନାହାନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

 

 

 

Leave a Reply

Your email address will not be published. Required fields are marked *