ସବ୍ୟସାଚୀ ଙ୍କୁ ନେଇ ଉଠିଲା ବଡ ଯୁଗବ ନିଜେ କଣ କହିଲେ ସବ୍ୟସାଚୀ ଆସନ୍ତୁ ଜାଣିବା…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଜାଣିବା ସବ୍ୟସାଚୀ ଙ୍କୁ ନେଇ ଉଠିଥିବା ଗୁଜବ ବିଷୟରେ । ଖବର ଟି ସମ୍ପୂର୍ଣ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ଶେଷରେ ନେହୁରା ହେଲେ ସବ୍ୟସାଚୀ କହିଲେ ମୋ ନା ନେଇ ଲୋକମାନଙ୍କୁ ବୋକା ବନାନ୍ତୁ ନାହିଁ । ତେବେ ଏମିତି କହିବାର ର କଣ କାରଣ ହେଇଚି ଆସନ୍ତୁ ଜାଣିବା । ଆପଣ ମାନେ ଜାଣିଥିବେ କୋଭିଡ୍ ମହାମାରୀ ସମୟରେ ଲୋକ ମାନଙ୍କୁ ସାହାଯ୍ୟ କରି ଅନେକ ପ୍ରଶଂସା ସାଉଁଟି ଥିବା ସବ୍ୟସାଚୀ ବହୁତ୍ କମ୍ ଦିନ ରେ ସାରା ଦେଶ ରେ ଓଡ଼ିଶା ସୋନୁ ଶୁଡୋ ନାମ ପାଇଗଲେ । କିନ୍ତୁ ବର୍ତମାନ ସେ ଏକ ବଡ଼ ସମସ୍ୟା ରେ ପଡିଯାଇଛନ୍ତି ।

 

ସବ୍ୟସାଚୀ ଙ୍କ ଫୋଟୋ ରଖି ନକଲି ଚାକିରି ଦେଉଥିବା ନକଲି କମ୍ପାନୀ ମାନେ ଲୋକଙ୍କୁ ଠକୁ ଛନ୍ତି । ଏହା କୁ ବିଶ୍ୱାସ ନ କରିବାକୁ ସବ୍ୟସାଚୀ କହିଛନ୍ତି । ଓଡ଼ିଆ ଅଭିନେତା ସବ୍ୟସାଚୀ ମିଶ୍ର ତାଙ୍କ ଟୋଇଟର ପେଜ ରେ କିଛି ପୋଷ୍ଟ କରି କହିଛନ୍ତି ମୋ ଫୋଟୋ ରଖି ନକଲି କମ୍ପାନୀ ନକଲି ବିଜ୍ଞାପନ ଉପରେ ବିଶ୍ୱାସ କରନ୍ତୁ ନାହିଁ । ଏଥି ସହ ସେ ନକଲି କମ୍ପାନୀ ମାନଙ୍କୁ ସତର୍କ କରେଇଛନ୍ତି କହିଛନ୍ତି ଏମିତି ନକଲି ବିଜ୍ଞାପନ ନ କରିବାକୁ ।

 

ତେବେ ଏମିତି କରିବାର କାରଣ ସୋନୁ ସୁଡି ଯେମିତି ଯୋବକ ମାନଙ୍କ ପାଇଁ କିଛି ଚାକିରି ଦେବାକୁ ଘୁଶନା ସେମିତି ସବ୍ୟସାଚୀ ଙ୍କ ନାମ ରେ ରହିଛି ମିଥ୍ୟା ପ୍ରଚାର କରି ଏହାର ଫାଇଦା ଉଠାଇବା ପାଇଁ ନକଲି କମ୍ପାନୀ ମାନେ ଏମିତି ବିଜ୍ଞାପନ କରିଛନ୍ତି ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *