ସବ୍ୟ ଏବଂ ଅର୍ଚ୍ଚିତା ଙ୍କ ବାହାଘର ହେଲା ଶେଷ । ଦେଖ ବାହାଘର ର ଭିଡ଼ିଓ ସବୁ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସଭ୍ୟ ଏବଂ ଅର୍ଚ୍ଚିତା ଙ୍କ ରାଜସ୍ଥାନ ର ଏକ ବିଳାସମୟ ହୋଟେଲ ରେ ହେବାକୁ ଥିବା ବାହାଘର ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ସଭ୍ୟସାଚୀ ଏବଂ ଅର୍ଚ୍ଚିତା ଓଲିଉଡ ବହୁ ଚର୍ଚ୍ଚିତ ହିଟ ଯୋଡି ମାନଙ୍କ ମଧ୍ୟରୁ ଅନ୍ୟତମ । ତେବେ ଦୁହି ଜଣକ ବିବାହ କୁ ନେଇ ଲାଗିଥିବା କଳ୍ପନା ଜଳ୍ପନା ର ଅନ୍ତଃ ଘଟିଛି । ଦୁହିଁ ଜଣ ପରସ୍ପର କୁ ରାଜସ୍ଥାନ ର ଏକ ବିଳାସ ପୂର୍ଣ୍ଣ ହୋଟେଲ ରେ ବିବାହ ସମାପ୍ତ ହୋଇଛି । ତେବେ ଆର ମାସ ରେ ହାଇଲାଇଟ ନକରି ଯାହା  କରାଯାଇଥିଲା ନିର୍ବନ୍ଧ ।

 

ଯାହାର ଖବର କେହି ବି ପାଇ ନଥିଲେ । ତେବେ କାଲି ସଭ୍ୟ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ନିଜ ବାହାଘର ର କିଛି ଫୋଟୋ ଛାଡିଥିଲେ । ଏବଂ ନିଜ ବାହାଘର କୁ ନେଇ କିଛି ତଥ୍ୟ ଦେଇଥିଲେ । ଯାହା ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି ।

 

ତେବେ ସଭ୍ୟ ଏବଂ ଅର୍ଚ୍ଚିତା ଙ୍କ ପାଗଳ କରିଛି ପାଉଁଜି ତୋର, କେଉଁ ଦୁନିଆ ରୁ ଆସିଲ ବନ୍ଧୁ, ବାଏ ବାଏ ଦୁବାଇ, ତୋର ମୋର ଯୋଡି ସୁନ୍ଦର, ମତେ ଆଣି ଦେଲୁ ଲକ୍ଷେ ଫଗୁଣ,ମୁଁ ସପନର ସୌଦାଗର , ଭଳି ଅନେକ ହିଟ ଫିଲ୍ମ ଓଡିଶା ର ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି । ତେବେ ଅର୍ଚ୍ଚିତା ‘ବାବୁ i love you’ ରୁ ନିଜର କ୍ୟାରିଅର ଆରମ୍ଭ କରି ବର୍ତ୍ତମାନ ସମୟରେ ୩୦ ଅଧିକ ସୁପର ହିଟ ଫିଲ୍ମ ଦେଇଥିବା ବେଳେ ।

ସେହିଭଳି ସଭ୍ୟସାଚୀ ୨୦୦୭ ମସିହାରେ ‘ପାଗଳ ପ୍ରେମୀ’ ଫିଲ୍ମ ମାଧ୍ୟମରେ ଓଲିଉଡ ରେ ଡେବ୍ୟୁ କରିଥିଲେ । ତେବେ ସେ ଲକଡାଉନ ସମୟରେ ବହୁ ପ୍ରବାସୀ ଓଡ଼ିଆ ମାନଙ୍କୁ ଓଡିଶା କୁ ଫେରାଇ ଆଣିବା ସହିତ ବୋହୁ ଲୋକଙ୍କୁ ସାହାଯ୍ୟ ର ହାତ ବଢ଼ାଇ ସେ ଚର୍ଚ୍ଚା ରେ ରହିଥିଲେ । ତେବେ ତାଙ୍କ ଭଳି ଜଣେ ସହୃଦୟ ର କଳାକାର ପାଇ ଓଲିଉଡ ଇଣ୍ଡଷ୍ଟ୍ରି ଗର୍ବିତ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *