ସମୁଦ୍ର ମଝିରେ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା । ତେବେ ସମୁଦ୍ର ମଧ୍ୟ କୁ କାହିଁକି ଯାଇଥିଲେ ଆସନ୍ତୁ ଜାଣିବା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କାହିଁକି ବିବାଦୀୟ ଅଭିନେତ୍ରୀ ସମୁଦ୍ର ମଧ୍ୟ କୁ ଯାଇଥିଲେ ଏବଂ ସେଠାରେ ସେ କାହାକୁ ଦେଖା କରିବା ପାଇଁ ଯାଇଥିଲେ ସେ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ରାଣୀ ପଣ୍ଡା ଜଣେ ସରଳ , ନିଷ୍କପଟ , ସମସ୍ତଙ୍କୁ ଭଲ ପାଉଥିବା ତଥା ଦୁଃଖୀ ଦରିଦ୍ର ଙ୍କ ପାଇଁ ସବୁବେଳେ ନିଜ କୁ ଉତ୍ସର୍ଗ କରୁଥିବା ମଣିଷ ଟିଏ । ତେବେ ସେ ଯାତ୍ରା ରେ କିମ୍ବା ନିଜର ଚଳିବା ପାଇଁ ଯାହାବି କରନ୍ତୁ କିନ୍ତୁ ଓଡିଶା ର ଲୋକ ମାନଙ୍କ ପାଇଁ ସବୁବେଳେ ସେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି । ତେବେ କରନା ଯେଉଁଭଳି ଭାବେ ମଣିଷ ସମାଜ କୁ ଦୀର୍ଘ ଏକ ବର୍ଷ ଧରି ଅସ୍ତବ୍ୟସ୍ତ କରିଦେଇଥିଲା ।

 

ସେଥିପାଇଁ ନିଜ ସହର ନିଜ ଗାଁ ଛାଡ଼ି ଲୋକ ମାନେ କୁଆଡେ ଯାଇ ଆସୁ ପାରୁ ନଥିଲେ । ତେବେ ବର୍ତ୍ତମାନ ଟିକେ ବିଭିନ୍ନ ମନ୍ଦିର ମଠ ଆଦି ରୁ ଲକଡାଉନ ଉଠିବା ପରେ ଲୋକ ମାନେ ତୀର୍ଥ ଭ୍ରମଣ ରେ ଯାଉଛନ୍ତି । ତେବେ ସେହିପରି ବର୍ତ୍ତମାନ ରାଣୀ ଚିଲିକାରେ ଥିବା ମା କାଳିଜାଇ ଦର୍ଶନ କରିବା ପାଇଁ ସମୁଦ୍ର ମଧ୍ୟକୁ ଯାଇଛନ୍ତି । ଏବଂ ସେଠାରେ ସେ ମାଆଙ୍କର ପୂଜା ଆରାଧନା ମଧ୍ୟ କରିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *