ସମ୍ପର୍କରେ ଲାଗିଲା କଳଙ୍କ । ଖୁଡି ସହିତ ପୁତୁରା ର ସମ୍ପର୍କ ଜାଣିଲେ ଆଶ୍ଚଯ୍ୟ ହୋଇଯିବେ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଏକ ଏଭଳି ସମ୍ପର୍କ ଯାହା କୁ ଶୁଣିଲେ ଆପଣ ଆଶ୍ଚଯ୍ୟ ହୋଇଯିବେ ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଖୁଡି ପୁତୁରା ସମ୍ପର୍କ ଏକ ପ୍ରକାର ମା ପୁଅ ର ସମ୍ପର୍କ ବୋଲି ମଧ୍ୟ କୁହାଯାଏ । ଏଥିରେ ଦାଗ ଲାଗିଲା ମାନେ ମା ପୁଅ ସମ୍ପର୍କ ଭିତରେ ଦାଗ ଲାଗିବା ସହିତ ସମାନ । ତେବେ ଏଭଳି ଏକ ଅଭାଵନୀୟ ଘଟଣା ଦେଖିବାକୁ ମିଳିଛି ଗୁଜୁରାଟ ର ସୁରଟ ରେ ଥିବା ଚିତ୍ରକୋଣ୍ଡା ଅଞ୍ଚଳ ରେ । ତେବେ ଏଠାରେ ବିହାର ଆସି ଦାଦା ପୁତୁରା ଏବଂ ଦାଦା ଙ୍କ ନୂତନ ଵିଵାହିତ ସ୍ତ୍ରୀ ଙ୍କ ସହିତ ରହୁଥିଲେ । 

 

ତେବେ ପୁତୁରା ରକି ନିଜର ହାୟର ଷ୍ଟଡି ପାଇଁ ନିଜ ଦାଦା ରାଧେଶ୍ୟାମ ଙ୍କ ପାଖରେ ରହି ପଢୁଥିଲେ । ତେବେ କରୋନା କାରଣରୁ ସୁତା ମିଲ ରେ କାମ କରୁଥିବା ରାଧେଶ୍ୟାମ ଙ୍କ ଅଧିକ ସମୟ କାମ କରିବାକୁ ପଡିଥାଏ । ତେବେ ସେ ରାତିରେ ବହୁ ଡେରି ରେ ଫେରି ଥକି ଯାଇ ସୋଇ ପଡ଼ନ୍ତି । 

 

ତେବେ ନୂଆ ଵିଵାହିତ ସ୍ତ୍ରୀ ରୋଜି ପୁତୁରା ଉପରେ ନଜର ପକାଇଥିଲା । ତେବେ ପୁତୁରା ଏବଂ ରୋଜି ମଧ୍ୟରେ ସମ୍ପର୍କ ଗଢ଼ିଉଠିଲା । ତେବେ ଯାହା ରାଧେଶ୍ୟାମ ଙ୍କ ହାତରେ ଧରା ପଡିବା ପରେ ସେ ରୋଜି କୁ ଛାଡପତ୍ର ଦେଇଥିଲେ । ଯାହା ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *