ସମ୍ପୂର୍ଣ ଖବର ଟି ପଢିଲେ ଜାଣିଲେ କଣ କରିଛନ୍ତି ଏହି ସ୍କୁଲ ସାର…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ । ବନ୍ଧୁ ଗଣ ଆଜି ଏମିତି ଏକ ଦମଦାର ଖବର ନେଇ ଆସିଚୁ ଯାହା ଜାଣି ଆଶ୍ଚର୍ଯ୍ୟ ହେଇଯିବେ । ଅଷ୍ଟମ ଶ୍ରେଣୀ ଛାତ୍ରୀ ସହ ନିବିଡ଼ ପ୍ରେମ । ଖବର ବିଷୟରେ ସବିଶେଷ ବିବରଣୀ ଜାଣିବା ପାଇଁ ଆମ ଖବର କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।

ବେଳେ ବେଳେ ଆମ ସମାଜ ରେ ଏମିତି କିଛି ଘଟଣା ଘଟି ଥାଏ ଯାହା ଆମେ ବିଶ୍ୱାସ କରିବା ଆମକୁ ସହଜ ହେଇ ନଥାଏ । ହେଲେ ବାସ୍ତବତା କୁ ସାମ୍ନା କରିବ ପରେ ବିଶ୍ୱାସ କରିବା ଛଡ଼ା ଆଉ କିଛି ଉପାୟ ନ ଥାଏ । ଏମିତି ଏକ ଘଟଣା ଘଟିଛି ଗୁଜରାଟ ର ଗାନ୍ଧୀ ନଗରରେ ଯାହା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବା କାରଣ ଆପଣ ଆଗରୁ ଏପରି ଘଟଣା ବିଷୟ ରୁ ସୁନିନଥିବେ କି ଜାଣି ନଥିବେ।

ଏମିତି ଏକ ଘଟଣା ଜଣେ ଶିକ୍ଷୟତ୍ରୀ ତାଙ୍କ ସ୍କୁଲ ର ଅଷ୍ଟମ ଶ୍ରେଣୀ ର ଛାତ୍ର ସହ ଫେରାର ହେଇ ଯାଇଛନ୍ତି । ଏହି ଅଭିଯୋଗ କରିଛନ୍ତି ନାବାଳକ ର ବାପା । ଗାନ୍ଧୀନଗର ର  ଉଦ୍ୟୋଗ ଭବନ ର କାର୍ଯ୍ୟ ରତ ଥିବା ଜଣେ ସରକାରୀ କର୍ମଚାରୀ ଙ୍କ ଏଭଳି ଅଭିଯୋଗ ପରେ ପୋଲିସ ମଧ୍ୟ ହତଚକିତ ହେଇଯାଇଛି ।ଅଭିଯୋଗ ଅନୁଯାୟୀ ତାଙ୍କ ପୁଅର ବୟସ ମାତ୍ରା ୧୪ ବର୍ଷ । ସେ ଏକ ସ୍ଥାନୀୟ ସ୍କୁଲ ରେ ପାଠ ପଦେ ହେଲେ ଗତ ଶୁକ୍ର ବାର ଦିନ ସେ ନିଖୋଜ ଅଛି ସବୁଠାରୁ ବଡ଼ କଥା ହେଉଛି ତାଙ୍କ ପୁଅ କୁ ପାଠ ପଢ଼ାଉଥିବା ମହିଳା ଶିକ୍ଷକ ମଧ୍ୟ ଫେରାର ଅଛନ୍ତି ।ତେଣୁ ଶିକ୍ଷୟତ୍ରୀ ଜଣ କ ତାଙ୍କ ପୁଅ କୁ ନେଇ ଫେରାର ହୋଇଯାଇଛନ୍ତି ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି

ତେବେ ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଚଳାଇଛି ପୋଲିସ ର ସୂଚନା ଅନୁଯାୟୀ ନିକୋଜ୍ ଛାତ୍ର ସହ ତାଙ୍କ ଶିକ୍ଷୟତ୍ରୀ ର ଏକ ବର୍ଷ ହେବ ଅନ୍ତରଙ୍ଗ ସମ୍ପର୍କ ରହି ଆସିଅଛି ।ଏହି ଘଟଣା ଜଣାପଡିବା ପରେ ସ୍କୁଲ ପ୍ରଶାସନ ପକ୍ଷ ରୁ ଚେତାବନୀ ମଧ୍ୟ ଦିଆ ଯାଇଥିଲା ।ହେଲେ ସେମାନଙ୍କ ସଂପର୍କ ଏତେ ନିବିଡ଼ ହେଇଯାଇଥିଲା ଯେ ପରସ୍ପର କୁ ଛାଡ଼ି ସେମାନେ ରହି ପାରୁନଥିଲି ସ୍କୁଲ ରେ ଚର୍ଚା ହେଉଛି ।ତେବେ ଏହି ଘଟଣା ରେ ipc ଧାରା ୩୬୩ ଅନୁଯାୟୀ ସମୃକ୍ତ ଶିକ୍ଷୟତ୍ରୀ ନାମ ରେ ଗାନ୍ଧୀ ନଗର ଥାନା ମାମଲା ରୁଜୁ କରାଯିବ ସହ ପୋଲିସ ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ଶିକ୍ଷୟତ୍ରୀ ଙ୍କ ବୟସ ୨୪ ବର୍ଷ ଓ ଛାତ୍ର ର ବୟସ ୧୪ ବର୍ଷ । ସେ ଶିକ୍ଷୟତ୍ରୀ କଲର୍ ସିଟି ଅଞ୍ଚଳ ରେ ରୁହନ୍ତି ବୋଲି ଜଣା ପଡିଛି ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *