ସରକାରୀ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଖୁସି ଖବର । ମିଳିବ ୧୧୦୦ ଟଙ୍କା ,ସିଧା ବ୍ୟାଙ୍କ ଖାତା କୁ ଯିବ ସମ୍ପୂର୍ଣ୍ଣ ପଇସା …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କାହିଁକି ଏବଂ କେଉଁଥିପାଇଁ ସରକାରୀ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କୁ ମିଳିବ ଟଙ୍କା ସେ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ର କରୋନା ପରିସ୍ଥିତି ଅନୁସାରେ ଦେଶ ରେ ଅଧିକାଂଶ ଲୋକ ଆର୍ଥିକ ସଙ୍କଟ ଭିତରେ ଗତି କରୁଛନ୍ତି । ପିଲା ମାନଙ୍କୁ ସ୍କୁଲ କୁ ପଠାଇଲେ ବି ସୁଦ୍ଧା ପିଲା ମାନଙ୍କୁ ନିଜର ଅଭିଭାବକ ମାନେ ଭଲ ଡ୍ରେସ ବହି ବ୍ୟାଗ ଆଦି କିଣି ଦେଇ ପାରୁନାହାନ୍ତି । ଯାହାକୁ ଦୃଷ୍ଟି ରେ ରଖି ଉତ୍ତରପ୍ରଦେଶ ର ସରକାର ଯୋଗୀ ଆଦିତ୍ୟନାଥ ପିଲା ମାନଙ୍କ ଉଦ୍ଦେଶ୍ୟ ରେ ସେମାନଙ୍କୁ ୧୧୦୦ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ।

 

 ଏହା ସହିତ ଉକ୍ତ ପଇସା ରେ ପୋଷାକ ବ୍ୟାଗ ଏବଂ ବହି କିଣିବା ପାଇଁ କହିଛନ୍ତି । ତେବେ ୫୦୦ ଟଙ୍କା ବହି କିଣିବା ପାଇଁ ଦେଇଥିବା ସହିତ ୬୦୦ ଟଙ୍କା ସେମାନଙ୍କ ପୋଷାକ ଏବଂ ବ୍ୟାଗ କିଣିବା ପାଇଁ ଦେଇଛନ୍ତି ।  ଯାହାକୁ ନେଇ ଉତ୍ତରପ୍ରଦେଶ ର ଛାତ୍ର ଛାତ୍ରୀ ମାନେ ଖୁସି ବ୍ୟକ୍ତ କରିଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *