ସରକାର ଙ୍କ ବଡ଼ ଘୋଷଣା ।ପୁଣି ଓଡ଼ିଶାରେ ହେବ ଲକଡାଉନ । ଜାରି ହୋଇପାରେ ଦିନ କର୍ଫ୍ୟୁ , ଲୋକେ ଆତଙ୍କିତ ।

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସରକାର କରିଥିବା ବଡ଼ ଘୋଷଣା ସମ୍ପର୍କରେ ଜାରି ହିଇପାରେ ନାଇଟ କର୍ଫ୍ୟୁ ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ବର୍ତ୍ତମାନ ଦେଶ ରେ ତଥା ରାଜ୍ୟ ରେ ମଧ୍ୟ କରୋନା ର ଦୁତୀୟ ଲହର ଆରମ୍ଭ ହୋଇଗଲାଣି । ତେବେ କରୋନା ର ବର୍ଦ୍ଧିତ କେସ କୁ ଆଖି ଆଗରେ ରଖି ସରକାର ପୂର୍ବ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଲୋକମାନେ ସତର୍କ ହେବାକୁ ନିର୍ଦେଶ ଦେବା ସହିତ ,ମାସ୍କ ଏବଂ ସାନିଟାଇଜର ବ୍ୟବହାର ଏବଂ ଦୂରତା ରକ୍ଷା କରିବା  ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି । 

 

ତେବେ ବର୍ତ୍ତମାନ ସମୟରେ ରାଜ୍ୟରେ ବର୍ଦ୍ଧିତ କରୋନା କୁ ଦୃଷ୍ଟି ରେ ରଖି ୧୦ ଟି ଜିଲ୍ଲା ରେ ନାଇଟ କର୍ଫ୍ୟୁ ଚାଲିଥିବା ବେଳେ ଆବଶ୍ୟକ ପଡ଼ିଲେ ଦିନ ରେ ବି କର୍ଫ୍ୟୁ ଲଗାଯାଇ ପାରେ ତେବେ ଏ ନେଇ ଗଣମାଧ୍ୟମ ର ଅଧିକାରୀ ମାନଙ୍କୁ ଭେଟି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ତେବେ ବର୍ତ୍ତମାନ ସମୟରେ ରାଜ୍ୟର ବିଭିନ୍ନ କରୋନା ହସ୍ପିଟାଲ ମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଥିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। ତେବେ ଏହା ସହିତ ବର୍ତ୍ତମାନ ସମୟରେ ବାହାଘର ପାଇଁ ୧୦୦ ଏବଂ ମଲା କାର୍ଯ୍ୟ ରେ ୫୦ ଲୋକ ଯୋଗ ଦେବା ପାଇଁ ସୂଚନା ଦେଇଛନ୍ତି ରାଜ୍ୟ ସରକାର । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *