ସରକାର ବଜାଇଲେ ସତର୍କ ଘଣ୍ଟି । କେନ୍ଦ୍ର କଲା ଲକଡାଉନ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କେନ୍ଦ୍ର ସରକାର ର ନୀତି ଆୟୋଗ ର ସଦସ୍ୟ ଭି,କେ,ପାଲ ଦେଇଥିବା ସତର୍କ ଘଣ୍ଟି ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ସମୟରେ ଦେଶ ରେ ଦିନକୁ ଦିନ କରୋନା ପରିସ୍ଥିତି ଜଟିଳ ହେବାରେ  ଲାଗିଛି । ତେବେ ଗତ ଦୁଇ ଦିନ ମଧ୍ୟରେ ଦେଶ ରେ ୨ ଲକ୍ଷ ଲୋକ କରୋନା ପଜିଟିଭ ଚିନ୍ହଟ ହୋଇଛନ୍ତି ।ତେବେ ସେମାନଙ୍କ ମଧ୍ୟରୁ ୨୭୩୯ ଲୋକ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଆଇସିୟୁ ମଧ୍ୟରେ  ରଖାଯାଇଛି । 

 

ତେବେ ଏହାକୁ ଦୃଷ୍ଟି ରେ ରଖି କେନ୍ଦ୍ର ସରକାର ଙ୍କ ନୀତି ଆୟୋଗ ର ସଦସ୍ୟ ଭି,କେ,ପାଲ ସତର୍କ ରହିବାକୁ ସୂଚନା ଦେବା ସହିତ । ଦେଶ ରେ ୧୦ ଟି ରାଜ୍ୟ ରେ ଆଗାମୀ ୪ ସପ୍ତାହ ପର୍ଯ୍ୟନ୍ତ ଯେକୌଣସି ଉପାୟ ରେ କରୋନା ଚେନ କୁ ଭାଙ୍ଗିବାକୁ ପ୍ରୟାସ କରିବାକୁ କହିଛନ୍ତି । ତେବେ ଏହା କହିବା ସହିତ ସମସ୍ତ ରାଜ୍ୟ ର ରାଜ୍ୟ ସରକାର ମାନେ ଯଥାଶୀଘ୍ର ବିହିତ ପଦକ୍ଷେପ ନେବା ପାଇଁ ଅନୁରୋଧ୍ୱ କରିଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *