ସରସ୍ୱତୀ ପୂଜା ଦିନ ଏହି ୩ ଟି ରାଶି ଙ୍କୁ ମିଳିବ ବିଦ୍ୟା,ଧନ ଏବଂ ସୁଖ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ୩ ଟି ରାଶି ମାନଙ୍କ ବିଷୟରେ ତେବେ ସେମାନଙ୍କ ଭାଗ୍ୟ କିଭଳି ଭାବେ ସରସ୍ୱତୀ ପୂଜା ପରେ ବଦଳିଯିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ମଣିଷ ର ଭାଗ୍ୟ କେତେବେଳେ କେଉଁ ମୁହୂର୍ତ୍ତରେ ପରିବର୍ତ୍ତନ ହୁଏ ତାହା ଭଗବାନ ଙ୍କ ଛଡା ଆଉ କେହି ବି ଜାଣିନାହାନ୍ତି । ତେବେ  ଚଳିତ ବର୍ଷ 16 ଫେବୃଆରୀ 2021 ମଙ୍ଗଳବାର ଦିନ ଶ୍ରୀ ମନ୍ଦିର ରେ ବସନ୍ତ ପଞ୍ଚମୀ , ଶ୍ରୀ ପଞ୍ଚମୀ , ଭଞ ଜୟନ୍ତୀ , ଏବଂ ଶ୍ରୀ ଜିୟୁ ଙ୍କର ରଥ କାଠ ଅନୁକୂଳ ହେବା ସହିତ ଏହି ଦିନ ରେ ମାତା ଶରସ୍ୱତୀ ଙ୍କର ପୂଜା ହେବ ମାତା ଶରସ୍ୱତୀ ହେଉଛନ୍ତି ବିଦ୍ୟା ଜ୍ଞ୍ୟାନ ବାଣୀ ତଥା କଳା ଜଗତର ଆରାଧ୍ୟ ଦେବୀ । 

 

ତେବେ ଯେଉଁ ମାନେ କଳା ରେ ମାହୀର ସେମାନଙ୍କ ଭାଗ୍ୟ ବହୁତ ଶୀଘ୍ର ଖୋଲିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।

 

(୧)ମେଷ-ବନ୍ଧୁଗଣ ପ୍ରଥମ ରାଶିଟି ହେଉଛି, ମେଷ ରାଶି । ଏହି ରାଶି ର ବ୍ୟକ୍ତି ଙ୍କ ହୃଦୟ ବହୁତ ସଫା ହୋଇଥାଏ । ଏହି ରାଶିର ବ୍ୟକ୍ତି ମାନେ ନିଜର ସମସ୍ତ ଆବଶ୍ୟକତା କୁ ବୁଝିଥାନ୍ତି ଏବଂ ତାକୁ ପୂରଣ କରିବା ନିମନ୍ତେ କଠିନ ପରିଶ୍ରମ ମଧ୍ୟ କରିଥାନ୍ତି । ଏହି ରାଶିର ବ୍ୟକ୍ତି ମାନେ ପଇସା ସଞ୍ଚୟ କରି ରଖନ୍ତି ଯାହା ଭବିଷ୍ୟତ ରେ କାମରେ ଲାଗିଥାଏ ଏବଂ ଏମାନେ ଆତ୍ମନିର୍ଭରଶୀଳ ଅଟନ୍ତି । ତେବେ ଏହି ସରସ୍ୱତୀ ପୂଜା ଦିନ ଠାରୁ ଭାଗ୍ୟ ବଦଳିଯିବ।

 

(୨)କନ୍ୟା-ବନ୍ଧୁଗଣ ଦ୍ୱିତୀୟ ରାଶିଟି ହେଉଛି, ‘କନ୍ୟା ରାଶି’ । ଏହି ରାଶିର ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ରାଶିର ଜାତକ ର ଭାଗ୍ୟ ଏମାନଙ୍କୁ ପୂର୍ଣ ସହଯୋଗ କରିଥାନ୍ତି । ଏହି ରାଶିର ବ୍ୟକ୍ତି ଯେ କୌଣସି କାର୍ଯ୍ୟ କୁ କଠିନ ପରିଶ୍ରମ ଦ୍ଵାରା କରିଥାନ୍ତି ସେମାନଙ୍କୁ ନିଶ୍ଚିତ ଭାବରେ ସଫଳତା ହାସଲ ହୋଇଥାଏ । ଆଉ ବର୍ତ୍ତମାନ ଆପଣଙ୍କ ସମସ୍ତ ପରିଶ୍ରମ କୁ ସଫଳତା ପ୍ରଦାନ କରିବାକୁ ଧରା ପୁଷ୍ଠ କୁ ଓଲ୍ହାଇ ଆସିଛନ୍ତି ମା ସରସ୍ଵତୀ ।ତେବେ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ ।

 

(୩)ମକର-ବନ୍ଧୁଗଣ ତୃତୀୟ ରାଶିଟି ହେଉଛି, ‘ମକର ରାଶି’ । ଏହି ରାଶିର ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ରାଶିର ଜାତକ ର ଭାଗ୍ୟ ଏମାନଙ୍କୁ ପୂର୍ଣ ସହଯୋଗ କରିଥାନ୍ତି । ଏହି ରାଶିର ବ୍ୟକ୍ତି ଯେ କୌଣସି କାର୍ଯ୍ୟ କୁ କଠିନ ପରିଶ୍ରମ ଦ୍ଵାରା କରିଥାନ୍ତି ସେମାନଙ୍କୁ ନିଶ୍ଚିତ ଭାବରେ ସଫଳତା ହାସଲ ହୋଇଥାଏ । ଏହି ରାଶିର ଭାଗ୍ୟ ଏମାନଙ୍କ ସାଥ କେବେବି ଛାଡ଼ନ୍ତି ନାହିଁ ।ତେବେ ଏହି ସରସ୍ୱତୀ ପୂଜା ଠାରୁ ଭାଗ୍ୟ ପରିବର୍ତ୍ତନ ହେବା ସହ ମିଳିବ ଧନ,ବିଦ୍ୟା ଏବଂ ସୁଖ ସ୍ମବୃଦ୍ଧି ରେ ବୁଦ୍ଧି ହେବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *