ସରସ୍ୱତୀ ପୂଜା ଦିନ କରନ୍ତୁ ଏହି କାର୍ଯ୍ୟ ମିଳିବ ସଫଳତା । ଘରକୁ ଆସିବ ଉଭୟ ବିଦ୍ୟା ଏବଂ ଧନ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ  କିଭଳି ଭାବେ ସରସ୍ୱତୀ ପୂଜା ଦିନ କରିବେ ଏହି କାର୍ଯ୍ୟ ଯାହା ଫଳରେ ଆପଣଙ୍କୁ ମିଳିବ ସଫଳତା । ଘରକୁ ଉଭୟ ବିଦ୍ୟା ଏବଂ ଧନ ର ଆଗମନ କିପରି ହେବ ସେ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଓଡ଼ିଆ ପଞ୍ଜିକା ଅନୁସାରେ ଆଗାମୀ ୧୬ ଫେବୃଆରୀ ଦିନ ସରସ୍ଵତୀ ପୂଜା ପାଳନ କରାଜିବ । ତେବେ ଏହି ଦିନ ଘରକୁ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏକ ନୂତନ କିରଣ ର ଆଭାସ ହେବ । ଏହା ସହ କାର୍ଯ୍ୟ ରେ ଯେଭଳି ଭାବେ ସେମାନଙ୍କ ପାଇଁ ବାଟ ଫିଟାଇଦେବେ ମା ସରସ୍ଵତୀ । ତେବେ ଆପଣ ମାନେ ଜାଣିଛନ୍ତି ମା ସରସ୍ଵତୀ ହେଉଛନ୍ତି ଜ୍ଞାନ ଏବଂ କର୍ମ ର ଫଳ ପ୍ରଦାୟିନୀ । 

 

ତେବେ ସେ ସେଦିନ ଧରା ପୃଷ୍ଠ କୁ ଅବତରଣ କରୁଛନ୍ତି । ତେବେ ସେଦିନ ଯଦି ଆପଣ ମାନେ ମାଙ୍କୁ ଧଳା କିମ୍ବା ହଳଦିଆ ଫୁଲ ଦେବା ସହ ଆମିଷ ଭକ୍ଷଣ ନକରିବା ସକାଳୁ ଉଠିବା ସହଁ ସ୍ୱଚ୍ଛ ହୋଇ ଭଗବାନ ଙ୍କ ଦର୍ଶନ କରିବା  ।  ଆଦି କଲେ ମା ପ୍ରସନ୍ନ ହୋଇଥାନ୍ତି । ଏବଂ ଆପଣଙ୍କ ମନ ସ୍କାମନା ପୂର୍ଣ୍ଣ କରିଥାନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *