ସରସ୍ୱତୀ ପୂଜା ଦିନ ଘରେ ଖିରି ଏବଂ ପୁଟଳି ରେ କରନ୍ତୁ ଏହି ବିଶେଷ ଉପାୟ । ଘରେ ଧନ,ବିଦ୍ୟା ଏବଂ ଚାକିରୀ ବ୍ୟବସାୟ ରେ ମିଳିବ ଅଭୂତ ପୁର୍ଣ ସଫଳତା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ  କିଭଳି ଆପଣ ସରସ୍ୱତୀ ପୂଜା ଦିନ ଖିରି ଏବଂ ଏକ ପୁଟଳି କୁ ନେଇ ଯଦି ଆପଣ ଏହି ଉପାୟ କରିବେ ତେବେ ଆପଣଙ୍କୁ କିଭଳି ମିଳିବ ସଫଳତା ସେ ସମ୍ପର୍କରେ କହିବାକୁ ଯାଉଛି । ଘରକୁ ଉଭୟ ବିଦ୍ୟା ଏବଂ ଧନ ର ଆଗମନ କିପରି ହେବ ସେ ସମ୍ପର୍କରେ କହିବାକୁ ଯାଉଛୁ । 

 

ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଓଡ଼ିଆ ପଞ୍ଜିକା ଅନୁସାରେ ଆଗାମୀ ୧୬ ଫେବୃଆରୀ ଦିନ ସରସ୍ଵତୀ ପୂଜା ପାଳନ କରାଜିବ । ତେବେ ଏହି ଦିନ ଘରକୁ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏକ ନୂତନ କିରଣ ର ଆଭାସ ହେବ । ଏହା ସହ କାର୍ଯ୍ୟ ରେ ଯେଭଳି ଭାବେ ସେମାନଙ୍କ ପାଇଁ ବାଟ ଫିଟାଇଦେବେ ମା ସରସ୍ଵତୀ । 

 

ତେବେ ଆପଣ ମାନେ ଜାଣିଛନ୍ତି ମା ସରସ୍ଵତୀ ହେଉଛନ୍ତି ଜ୍ଞାନ ଏବଂ ସମସ୍ତ କଳା ଯେପରି (ଗୀତ,ନାଚ କିମ୍ବା ବାଦ୍ୟ  ବଜାଇବା ଭଳି)ଅନେକ କଳା ର ଅଧିକାରିଣୀ । ତେବେ ସେ ସେଦିନ ଧରା ପୃଷ୍ଠ କୁ ଅବତରଣ କରୁଛନ୍ତି । ତେବେ ସେଦିନ ଯଦି ଆପଣ ମାନେ ମାଙ୍କୁ ଧଳା କିମ୍ବା ହଳଦିଆ ଫୁଲ ଦେବା ସହ ଆମିଷ ଭକ୍ଷଣ ନକରିବା ସକାଳୁ ଉଠିବା ସହଁ ସ୍ୱଚ୍ଛ ହୋଇ ଭଗବାନ ଙ୍କ ଦର୍ଶନ କରିବା  । ଏହା ସହ ମାଆ ଙ୍କ ରଅ ଟି ପ୍ରିୟ ହେଉଛି କ୍ଷୀରି ଯଦି ଆପଣ ତାଙ୍କୁ ଖିରି ଦିଅନ୍ତି ତେବେ ମାଆ ପ୍ରସନ୍ନ ହେବେ । 

 

ଏହା ସହିତ ଆପଣ ତେନ୍ତୁଲୀ  ଗଛ ର ୨୨ ଟି ପତ୍ର ଆଣି ସେଥିରୁ ୧୧ ଟି ପତ୍ର କୁ ଏକ ଧଳା ଛୋଟ କପଡା ରେ ବାନ୍ଧି ମାଙ୍କ ପାଖରେ ପୂଜା କରି ଦିଅନ୍ତୁ । ଏବଂ ଏହାକୁ ପୂଜା କରି ସରିବା ର ପରଦିନ ଏହାକୁ ପିଲାଙ୍କ ପାଠ ପଢା ସ୍ଥାନ ରେ ଏବଂ ଆର କପଡା ଟି କୁ ବ୍ୟବସାୟ କିମ୍ବା ଚାକିରୀ କରୁଥିବା ସ୍ଥାନକୁ ଗଲା ବେଳେ ନିଜ ବ୍ୟାଗ ରେ ନେଇକରି ଯାଆନ୍ତୁ । ଦେଖିବେ ଆପଣଙ୍କ ଭାଗ୍ୟ ଯଥାଶୀଘ୍ର ବଦଳିଯିବ । ଏହା ସବୁ  କଲେ ମା ପ୍ରସନ୍ନ ହୋଇଥାନ୍ତି । ଏବଂ ଆପଣଙ୍କ ମନ ସ୍କାମନା ପୂର୍ଣ୍ଣ କରିଥାନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *