ସଲମାନ ଓ ଅଇସୁରିୟା ସମ୍ପର୍କ ର ରାଜ ଖୋଲିଲା ! ଜାଣିଲେ ଆପଣଙ୍କ ମୁଣ୍ଡ କାମ କରିବନି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ କାହ୍ନିକି ଓ କିପରି ସଲମାନ ଖାଁ ଅଲଗା ହୋଇଥିଲେ ଆୟିସୁରିୟା ଙ୍କ ଠାରୁ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।   

 

ତେବେ ଏହା କୌଣସି କାଳ୍ପନିକ ନୁହ୍ନେ । ତେବେ ଏହା ବର୍ତ୍ତମାନ ବଲିଉଡ଼ ଇଣ୍ଡଷ୍ଟ୍ରି ରେ ଚର୍ଚ୍ଚା ଧରିଥିବା ଏକ ବଡ଼ ଖବର । ତେବେ ଆପଣ ମାନେ ସଲମାନ ଖାଁ ଏବଂ ଆୟିସୁରିୟା ଙ୍କ ସମ୍ପର୍କ ବିଷୟ ରେ ଜଣିଥିବେ । ତେବେ ସେମାନଙ୍କ ର ସମ୍ପର୍କ ଅତି ନିବିଡ଼ ଏବଂ ଘନିସ୍ଥ ଥିଲା । କିନ୍ତୁ ପରବର୍ତୀ ସମୟ ରେ ତାହା ଭାଙ୍ଗି ଯାଇଥିଲା । ତେବେ କାହ୍ନିକି ଭାଙ୍ଗି ଯାଇଥିଲା ସେଥିପାଇଁ ବହୁ ଚର୍ଚା ଲାଗି ରହିଥିଲା ।

 କିନ୍ତୁ ବର୍ତ୍ତମାନ ତାର ପ୍ରକୃତ ରହସ୍ୟ ବହାରିକି ଆସିଛି । ତେବେ ଆୟିସୁରିୟା ଚାହୁଁଥିଲେ କି ସଲମାନ ନିଜ ଘର ଠାରୁ ଦୂରେଇ ଯାଆନ୍ତୁ । ଏବଂ ନିଜ ଭାଇ ମାନଙ୍କ କୌଣସି ଫିଲ୍ମ ରେ ପଇସା ନ ଲଗାନ୍ତୁ । କିନ୍ତୁ ଏହା ସଲମାନ ଙ୍କୁ ପସନ୍ଦ ହୋଇନଥିଲା । ସେ ସବୁଠାରୁ  ଅଧିକ ନିଜ ପରିବାର କୁ ସବୁଠାରୁ ଅଧିକଁ ଭଲ ପାଆନ୍ତି । ସେଥିପାଇଁ ଏହା ସବୁଠାରୁ ବଡ଼ ରହସ୍ୟ ତାଙ୍କ ଅଲଗା ହେବାର 

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *