ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିଭଳି ଭାବେ ସାଉଥ ଇଣ୍ଡଷ୍ଟ୍ରୀ ର ସବୁଠାରୁ ଅଧିକ ଚର୍ଚ୍ଚିତ ବାପ ପୁଅ ଯୋଡି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ବର୍ତ୍ତମାନ ସମୟ ରେ ହିନ୍ଦୀ ଫିଲ୍ମ ଅପେକ୍ଷା ସାଧାରଣତଃ ଲୋକ ମାନେ ତେଲୁଗୁ ଫିଲ୍ମ କୁ ଅଧିକ ପସନ୍ଦ କରୁଛନ୍ତି ।
ତେବେ ଏହା ର କାରଣ ଦମଦାର ଫାଇଟିଂ , ରିଏଲ ଆକ୍ଟିଙ୍ଗ ଏବଂ ଫ୍ୟାମିଲାର ଷ୍ଟୋରି । ଯାହା ପାଇଁ ବର୍ତ୍ତମାନ ସାରା ଭାରତ ବର୍ଷ ରେ ସାଉଥ ଇଣ୍ଡଷ୍ଟ୍ରୀ ର ଫିଲ୍ମ ଅଧିକ ଚର୍ଚ୍ଚା ର କାରଣ ସାଜିଛି । ତେବେ ସାଉଥ ର ହିରୋ ଏବଂ ହିରୋଇନ ମାନେ ମାନେ ମଧ୍ୟ ତାଙ୍କ ର ଆକ୍ଟିଙ୍ଗ ପାଇଁ ବର୍ତ୍ତମାନ ଟଲିଉଡ଼ ଛାଡି ସେମାନେ ବଲିଉଡ ରେ ପାଦ ଦେଉଛନ୍ତି । ତେବେ ସାଉଥ ଏଭଳି ପିତା ପୁତ୍ର ଯୋଡି ଅଛି ଯାହା ବର୍ତ୍ତମାନ ସଦା ସର୍ବଦା ଚର୍ଚ୍ଚା ର ପାତ୍ର ହୋଇଛନ୍ତି ।
ତେବେ ଆସନ୍ତୁ ଜାଣିବା ଏଭଳି ୬ ଜଣ ହିରୋ ଏବଂ ତାଙ୍କ ବାପା ଙ୍କ ବିଷୟ ରେ ଯେଉଁ ମାନେ ଆଜି ଟଲିଉଡ଼ ରେ ସଦା ସର୍ବଦା ଚର୍ଚ୍ଚା ରେ ରହିଛନ୍ତି । ତେବେ ପ୍ରଥମ ହେଲା ନନ୍ଦମୂରି ହରେକୃଷ୍ଣ ଏବଂ ତାଙ୍କ ପୁଅ ଜୁନିୟର ଏନ,ଟି,ଆର ତେବେ ଦ୍ୱିତୀୟ ହେଲା ରାମ ପୋଥେନି ଏବଂ ତାଙ୍କ ବାପା ମୁରଲୀ ପୋଥେନି ।
ତେବେ ତୃତୀୟ ହିଟ ବାପ ପୁଅ ଯୋଡି ହେଉଛନ୍ତି ବିକ୍ରମ ରାଜ ଏବଂ ବିନୋଦ ରାଜ ଏବଂ ଚତୁର୍ଥ ରେ ଅଛନ୍ତି ଆମ୍ଭର ବାହୁବଳୀ ହିରୋ ପ୍ରଭାସ ଏବଂ ତାଙ୍କର ବାପା ସୂର୍ଯ୍ୟନାରାୟଣ ରାଜୁ ଏବଂ ପଞ୍ଚମ ରେ ଅଛନ୍ତି ରାମଚରଣ ଏବଂ ତାଙ୍କ ବାପା ଚିରଞ୍ଜିବି । ଏହି ବାପ ପୁଅ ଯୋଡି ବର୍ତ୍ତମାନ ଟଲିଉଡ଼ ସବୁଠାରୁ ଅଧିକ ଚର୍ଚ୍ଚିତ ବାପ-ପୁଅ ଯୋଡି ଭାବେ ପରିଚିତ ।ସେହିଭଳି ଏହି ଲିଷ୍ଟ ର ଷଷ୍ଠ ସ୍ଥାନ ରେ ଅଛନ୍ତି ବଲିଉଡ ତଥା ସାଉଥ ର ନାମିଦାମୀ ଭିଲିଆନ ଆକ୍ଟର ଆଶିଷ ବିଦ୍ୟାର୍ଥୀ ଏବଂ ତାଙ୍କ ପୁଅ ଅର୍ଥ ବିଦ୍ୟର୍ଥୀ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।