ସାଉଥ ଫିଲ୍ମ ର ୬ ମା ଓ ପୁଅ ଯୋଡି । ୫ ଯୋଡି କୁ କେବେ ବିଶ୍ୱାସ କରି ପାରିବେନି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସାଉଥ ର ଏଭଳି କିଛି ସୁପରଷ୍ଟାର ଏବଂ ତାଙ୍କ ମା ମାନଙ୍କ ବିଷୟରେ ।  ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ସାଉଥ ର ସୁପର ଷ୍ଟାର ଅଲୁ ଅର୍ଜୁନ ଙ୍କୁ ତ ଭଲ ଭାବେ ଜାଣିଥିବେ । ତେବେ ତାଙ୍କ ମା ନିର୍ମଳା ଅର୍ଜୁନ ତାଙ୍କୁ ଭାରି ଭଲ ପାଆନ୍ତି । ତେବେ ସେ ବହୁ ବାର ତାଙ୍କ ସହ ଟଲିଉଡ଼ ର ବିଭିନ୍ନ ସୋ ରେ ଦେଖିବାକୁ ମିଳେ । ତେବେ ଦ୍ୱିତୀୟ ରେ ଅଛନ୍ତି ସୁପରଷ୍ଟାର ବିଜୟ ଜୋସେଫ ତେବେ ତାଙ୍କ ମା ଶୋଭା ଚନ୍ଦ୍ରଶେଖର ଅଟେ ତେବେ ସେ ସାଉଥ ର ଜଣେ ନାମୀ ଦାମୀ ସିଙ୍ଗର ଭାବେ ମଧ୍ୟ ପରିଗଣିତ ହୁଅନ୍ତି।  

 

ତେବ ଏହି ଲିଷ୍ଟ ର ତୃତୀୟ ରେ ଅଛନ୍ତି ସାଉଥ ର ଚକଲେଟ ହିରୋ ମହେଶ ବାବୁ ତେବେ ତାଙ୍କର ମା ଜଣେ ଅତି ସାଧାରଣ ସ୍ଵଭାଵ ର ଵ୍ୟକ୍ତି ଅଟନ୍ତି । ତେବେ ତାଙ୍କର ମା ଙ୍କର ନାଁ ଇନ୍ଦିରା ଦେବୀ ଅଟେ । ତେବେ ଚତୁର୍ଥ ରେ ଅଛନ୍ତି କେ,ଜି, ଏଫ ର ହିରୋ ଯଶ ତାଙ୍କର ମା ଅତି ନିରୀହ ଏବଂ ଶାନ୍ତ ସ୍ଵଭାଵ ର ଅଟନ୍ତି । ତାଙ୍କର ନାମ ପୁଷ୍ପା ଦେବି ଅଟେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *