ସାଉଥ ର ଏହି ହିରୋଇନ ଜଣକ ପାଇଁ ଏହି ୪ ଜଣ ସୁପରଷ୍ଟାର ପାଗଳ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସାଉଥ ର ଜଣେ ଏଭଳି ହିରୋଇନ ଙ୍କ ବିଷୟରେ ଯାହା ପାଇଁ ପୁରା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ର ନାମୀଦାମୀ କଳାକାର ମାନେ ପାଗଳ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ସାଉଥ ସେହି ହିରୋଇନ ଜଣକ ହେଉଛନ୍ତି ଅନୁଷ୍କା ସେଠି । ତେବେ ତାଙ୍କ ପାଇଁ ସାଉଥ ର ନାମୀ ଦାମୀ କଳାକାର ଯେପରିକି ପ୍ରଭାସ, ରାମ ପଥେନେନି , ୟଶ ଏବଂ ରବି ତେଜା ଭଳି ହିରୋ ପସନ୍ଦ କରନ୍ତି । ତେବେ ଆସନ୍ତୁ ଜାଣିବା ହିରୋ ମାନେ କାହିଁକି ତାଙ୍କୁ ପସନ୍ଦ କରନ୍ତି ।

 

(୧)ପ୍ରଭାସ- ତେବେ ପ୍ରଭାସ ତାଙ୍କ ସହ ଫିଲ୍ମ କରିବା ବେଳେ ତାଙ୍କ ସହ ମିସିଥିଲେ । ତେବେ ସେଇଠୁ ସେ ତାଙ୍କ ପ୍ରତି ଭଲପାଇବା ଆସିଥିଲା ଏବଂ ସେ ତାଙ୍କୁ ପସନ୍ଦ କରିଥିଲେ ।

(୨)ରାମ ପୋଥେନେନି- ତେବେ ରାମ ତାଙ୍କ ସହ କେବେ କାମ କରିନଥିବା ସତ୍ତ୍ୱେ ମଧ୍ୟ ସେ ତାଙ୍କ ଉପରେ ପ୍ରେମଭରା ନଜର ରଖୁଥିଲେ ।

(୩)ୟସ- ତେବେ ୟସ କହିଛନ୍ତି ତାଙ୍କର ଆକ୍ଟିଙ୍ଗ ସବୁଠାରୁ ଭଲ ସେଥିପାଇଁ ସେ ତାଙ୍କୁ ପସନ୍ଦ କରନ୍ତି

(୪)ରବି ତେଜା- ତେବେ ରବି ତେଜା ତାଙ୍କ ସହ ବହଜେଟ ଫିଲ୍ମ କରିଥିବାରୁ । ସେ ତାଙ୍କର ଶାନ୍ତ ତଥା ଦୟା ଏବଂ ଅନ୍ୟକୁ ସବୁବେଳେ ଖିସି ରଖିବା ଗୁଣ ପାଇଁ ତାଙ୍କୁ ପସନ୍ଦ କରୁଥିଲେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *