ସାଙ୍ଘାତିକ କରୋନା ପରିସ୍ତିତି । ଏହି ତାରିଖରୁ ଲାଗି ପାରେ ଲକଡାଉନ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସାଙ୍ଘାତିକ ହେଉଥିବା କରୋନା ପରିସ୍ଥିତି ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦେଶରେ କରୋନା ସଂକ୍ରମଣ ଭୟ ବଢାଉଥିବା ବେଳେ ରାଜ୍ୟରେ ୨୪ଘଂଟା ଭିତରେ ୪୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୨୬୭ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୮୫ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ଘଂଟା ଭିତରେ ୨୧୮ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

 

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୨ହଜାର ୨ ଶହ ୨୪କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ ୩ଲକ୍ଷ ୩୭ହଜାର ୪୩୦ଜଣ ସୁସ୍ଥ ହୋଇଥିବା ବେଳେ ୨୮ଶହ ୨୦ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

ସେହିପରି ଦିନକୁ ଦିନ ଓଡିଶାରେ କରୋନାର ପରିସ୍ତିତି ସାଙ୍ଘାତିକ ହେଉଥିବାରୁ ଓଡିଶାର ବିଭିନ୍ନ ଜିଲ୍ଲାରେ ଏବେ ନାଇଟ କର୍ଫୁ ଜାରି କରା ଜାଇଛି । ଯଦି ସ୍ତିତି ଅସମ୍ଭାଳ ହୁଏ , ତେବେ ଆଗାମୀ ଦିନରେ ସରକାର ଲକ ଡାଉନ ଘୋଷଣା କରି ପାରନ୍ତି । ତେବେ ଏବେ ଲକଡାଉନ ନେଇ କୌଣସି ସୁଚନା ରହି ନଥିବା ବେଳେ , ଆଗାମୀ ଦିନରେ ସ୍ତିତି ଅନୁଧ୍ୟାନ କରା ଜାଇ ଲକ ଡାଉନ କରା ଯିବ ବୋଲି ସୁଚନା ମିଳିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *