ସାପ କାମୁଡ଼ିଲେ କଣ କରିବେ ଆସନ୍ତୁ ଜାଣିବା । ଏହି ଖବର କୁ ଗୋଟିଏ ସେୟାର କରନ୍ତୁ ….

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆସନ୍ତୁ ଜାଣିବା ଯଦି ଆମକୁ ସାପ କମୁଡୁଚି ତେବେ ତାହାର ଚିକିତ୍ସା କେମିତି କରିବା । ସଂପୂର୍ଣ୍ଣ ତଥ୍ୟ ପାଇବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ଆପଣ ମାନେ ଜାଣିଥିବେ ସାପ କାମୁଡ଼ା ଓଡ଼ିଶା ରେ ଏକ ମୁଖ୍ୟ କାରଣ ଅଟେ ଯାହା କି ୩ ବର୍ଷ ମଧ୍ୟ ରେ ୧୭୦୦ ଲୋକ ମଲେଣି । କାରଣ ଲୋକ ମାନଙ୍କ ମଧ୍ୟ ରେ ସଚେତନତା ନାହିଁ ଲୋକେ ଅନ୍ଧ୍ ବିଶ୍ୱାସ କୁ ଭରସା କରି ଠିକ୍ ଉପାୟରେ ଚିକିତ୍ସା ହେଉ ନାହାନ୍ତି ଯାହା ଫଳ ରେ ଏମିତି କ ଘଟଣା ସବୁ ଦେଖିବାକୁ ମିଳେ । 

 

ଆପଣ ମାନେ ଜାଣିଥିବେ ସବୁ ସାପ ବିଷଧର ନୁହନ୍ତି । ୫୫୦ ଉର୍ଦ୍ଧ ପ୍ରଜାତିର ସାପ ଅଛନ୍ତି ଯାହା ମଧ୍ୟ ରୁ ୧୦ରୁ୧୫ ପ୍ରଜାତି ର ସାପ ବିଷଧର ଅଟନ୍ତି । ଏହି ସାପ କାମୁଡି ଲେ ଯାହା ଆମ ସ୍ନାୟୁ ଦୁର୍ବଳ କରି ଥାଏ ଏବଂ ରକ୍ତ କଣିକା କୁ ସଂକ୍ରମଣ କରି ଥାଏ । ମୁଖ୍ୟ ତ ଓଡ଼ିଶା ରେ ଦେଖୁଥିବା ବିଷଧର ପ୍ରଜାତି ର ସାପ ମାନେ ହେଲେ ନାଗ, ତମ୍ପ, ଗୁଖୁର, କଣ୍ଠାକଲୁଆ , ବୁଢା ,ଚିତି ସାପ ଯାହା ସ୍ନାୟୁ  ଏବଂ ରକ୍ତ କଣିକା ଦୁର୍ବଳ କରୁଥିବା ସାପ ।

 

ସପକମୁଡିବ ର ଲକ୍ଷଣ ଜାଣିବେ କେମିତି ବା କଉ ପ୍ରକାର ର ସାପ କାମୁଡି ଛି। ଯଦି କୌଣସି ସାପ ରହିଥିବା ଅବସ୍ଥା ରେ କମୁଡ଼ୁଚି ତେବେ ଏ କ୍ଷେତ୍ର ଦେହରେ ଅଧିକ ପରିମାଣ ର ବିଷୟ ଯାଇଥାଏ । ଦେଖିବେ ସାପ କାମୁଡି ଥିବା ଜାଗା ରେ ମାତ୍ର ଗୋଟେ ସେଣ୍ଟିମିତର ଚଡି ଦୁଇଟି କାମୁଡ଼ା ଦାଗ ଥିବ। ଏହା ପରେ ଆପଣ ଙ୍କୁ ଦେଖା ନଯିବା , ଛିପ୍ ଧିକିବା ର କଷ୍ଟ ହେବା ମୁଣ୍ଡ ଘୁରେଇ ବା ଭଳି ଲକ୍ଷଣ ଦେଖା ଦେଇ ଥାଏ ।

 

ଏହି ସବୁ ସାପ କାମୁଡିବା ମାତ୍ରେ ପ୍ରଥମେ ପ୍ରାଥମିକ ଚିକିଶ୍ୟା ରେ କାମୁଡିବା ଜାଗାକୁ ସଫା ପାଣି ରେ ଧୁଇ ଦେବା କାମୁଡି ଥିବା ଜାଗା ଉପରକୁ ଗୋଟେ କପଡା ରେ ଯୋରେ ବନ୍ଦୀ ଦେବା  ତାପରେ ଡାକ୍ତରଖାନା ନେବା ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *